Spread the love


ସହିତ ମଣିଷର ପସନ୍ଦ ବଦଳି ଯାଇଥାଏ କିନ୍ତୁ ହ୍ରୁଦୟରେ କାହା ପ୍ରତି ଥିବା ପ୍ରକୃତ ଭଲ ପାଇବା ଶେଷ ନିଃଶ୍ବାସ ଥିବା ପର୍ଯ୍ୟନ୍ତ ବଦଳି ନଥାଏ।

ଆବଶ୍ଯକତା ସରିଗଲେ ଗଛ ବି ତାର ସୁଖିଲା ପତ୍ରକୁ ନିଜ ଦେହରୁ ଅଲଗା କରିଦିଏ।ଆଉ ମଣିଷଙ୍କ କଥା କଣ କହିବା।

ତୁମେ ଯଦି କୌଣସି ବଡ କାମ କରିବାକୁ ଅସମର୍ଥ ତେବେ କୌଣସି ଦୁଃଖ କରନାହିଁ। ଏକ ଛୋଟ କାମକୁ ବଡ ଭାବରେ କର।

ସମୟ ବହୁତ ଅଜୀବ ହୋଇଥାଏ, ତା ସାଙ୍ଗରେ ଚାଲିଲେ ଭାଗ୍ଯ ବଦଳି ଯାଏ ଓ ନ ଚାଲିଲେ ସମୟ ବଦଳିଯାଏ।

       

ମଣିଷର ମନ ପଢ଼ି ହୁଏ ନାହିଁ
ସେ ଅତି ଗହନ ପାଠ ,
ମୁହେଁ ଖେଳୁଥାଏ ହସର ଚମକ
ମନରେ ଜାଗେ କପଟ ।

ସନ୍ଦେହ ଓ ଅବିଶ୍ବାସ ମଣିଷକୁ ସବୁ ସମ୍ପର୍କରୁ ଦୂରକୁ ନେଇ ଯାଏ ତେଣୁ କୈାଣସି କଥାର ସତ୍ୟତା ନ ଜାଣି କାହାକୁ ସନ୍ଦେହ କରିବା ଠିକ୍ ନୁହେଁ ।

ମଣିଷ ସଂସାରରୁ ଚାଲିଯିବା ପରେ ସମାଜ ତା ନାମକୁ ଭୁଲି ଯାଇପାରେ କିନ୍ତୁ ତା କର୍ମକୁ ଭୁଲେ ନାହିଁ, ଜୀବନରେ ସବୁବେଳେ ଏମିତି କିଛି କର୍ମ କରନ୍ତୁ ଯାହାଦ୍ବାରା ଆପଣ ଜୀବିତ ଅବସ୍ଥାରେ ସମସ୍ତେ ଭଲ ପାଇବେ ଓ ଆପଣ ସଂସାରରୁ ଚାଲିଯିବା ପରେ ମଧ୍ୟ ମନେ ରଖିଥିବେ ।

ଯେତେବେଳ ଯାଏଁ ନିଜ ଆଖିରେ ନ ଦେଖିଛ କିମ୍ବା ନିଜ କାନରେ ନ ଶୁଣିଛ କୈାଣସି କଥାକୁ ବିଶ୍ୱାସ କର ନାହିଁଁ ।
ଯଦି ବିଶ୍ବାସ କରିବ Relation ରେ ଫାଟ ସୃଷ୍ଟି ହେବ ।

             

ସଫଳତା ସେତେବେଳେ ମିଳିଥାଏ, ଯେତେବେଳେ ଆପଣଙ୍କ ସ୍ବପ୍ନ ଭୟ ଠାରୁ ବଡ଼ ହେଇଯାଏ….

  

Leave a Reply

Your email address will not be published. Required fields are marked *