Spread the love

ଜୟ ମା ସନ୍ତୋଷୀ

ସନ୍ତୋଷୀ ମାଁ ମହାମନ୍ତ୍ର

“ଜୟ ମାଁ ସନ୍ତୋଷୀୟେ ଦେବୀ ନମୋ ନମଃ,ଶ୍ରୀ ସନ୍ତୋଷୀ ଦେବ୍ଯୈ ନମଃ, ଓଁ ଶ୍ରୀ ଗଜୋଦେବୋପୁତ୍ରିୟା ନମଃ,ଓଁ ସର୍ବନୀବାର୍ନାୟେ ଦେବୀଭୂତା ନମଃ।

ସାନ୍ତୋଷୀମାତା ହିନ୍ଦୁ ଧର୍ମର ଜଣେ ଦେବୀ ଯିଏ ଭଗବାନ ଶିବ ଏବଂ ଦେବୀ ପାର୍ବତୀଙ୍କ ନାତୁଣୀ, ସେମାନଙ୍କର ସାନପୁଅ ଭଗବାନ ଗଣେଶ ଏବଂ ପତ୍ନୀ ସିଦ୍ଧିରିଦ୍ଧିଙ୍କ କନ୍ଯା , କାର୍ତ୍ତିକେୟ, ଅଶୋକାସୁନ୍ଦରୀ, ଆୟାପ୍ପା, ଜ୍ୟୋତି ଏବଂ ମନସାଙ୍କ ଭାଣିଜୀ ଏବଂ ଶୁଭ ଓ ଲାଭଙ୍କ ଭଉଣୀ ଅଟନ୍ତି।

ପୁରାଣରେ ସାନ୍ତୋଷୀ ମାତାଙ୍କୁ ସନ୍ତୋଷର ଦେବୀ ବୋଲି ବର୍ଣ୍ଣନା କରାଯାଇଛି ଏବଂ ସାନ୍ତୋଶି ମାତା ତାଙ୍କର ସମସ୍ତ ଭକ୍ତଙ୍କ ସମସ୍ତ ସମସ୍ୟା ଏବଂ ଗ୍ରହଣ କରନ୍ତି ଏବଂ ସେମାନଙ୍କୁ ସୁଖ ଏବଂ ସମୃଦ୍ଧିର ଆଶୀର୍ବାଦ କରନ୍ତି |ପ୍ରତି ଶୁକ୍ରବାର ଦିନ ସନ୍ତୋଷୀ ପୂଜା ଓ ବ୍ରତ କରାଯାଏ ା ବିଶ୍ୱାସ କରାଯାଏ ଯେ ଗୁଡ଼ ଏବଂ ଚ଼ଣାରେ ନିର୍ମିତ ଖାଦ୍ୟ ମାତା ସନ୍ତୋଷୀଙ୍କୁ ଅର୍ପଣ କଲେ ମାଁ ପ୍ରସନ୍ନ ହୋଇଥାନ୍ତି ା ପୂଜାପାଠ ଏବଂ ଆରତୀ ପରେ ପ୍ରସାଦ ସମସ୍ତଙ୍କୁ ବଣ୍ଟନ କରିବା ଉଚିତ | ପୂଜାବ୍ରତ କରୁଥବା ଲୋକ ଏବଂ ପ୍ରସାଦ ସେବନ କରୁଥିବା ବ୍ଯକ୍ତିବିଶେଷ ଶୁକ୍ରବାର ଖଟା ଖାଦ୍ଯ ବର୍ଜନ କରିବା ଉଚିତ,ଅନ୍ଯଥା ସନ୍ତୋଷୀ ମାତାଙ୍କର ରୋଷର ସାମ୍ନା କରିବାକୁ ପଡ଼େ ବୋଲି ବିଶ୍ବାସ ରହିଛି ା ଜୟମାଁ ସନ୍ତୋଷୀ।

ଜୟ ମା ସନ୍ତୋଷୀ

Leave a Reply

Your email address will not be published. Required fields are marked *