Spread the love


ତୁଷାରକାନ୍ତର ମୁଣି
ନିଅନ୍ତୁ ସେଥିରୁ ଛାଣି —

” ମୁଁ ଗୁଡ ଖାଏ କିନ୍ତୁ ଗୁଡ
ବ୍ୟବହୃତ ହୋଇଥିବା
ଗୁଲଗଲା ସ୍ୱାସ୍ଥ୍ୟପାଇଁ ଖରାପ ବୋଲି ବି କହେ”

ମୁଁ ” ଆମିଷଦ୍ରବ୍ୟ ଭକ୍ଷଣ” ର ଘୋର ବିରୋଧୀ କିନ୍ତୁ ମାଛଚାଷ କରେ/ ମୋର କୁକୁଡା ପାଳନ ଓ ଗୋମାଂସ ବିକ୍ରି ସଂସ୍ଥା ବି ଅଛି।

(ଉପର କାର୍ଟୁନ:-
ମୁଁ ସଂପୂର୍ଣ୍ଣ ନିରାମିଶାଷି ହୋଇଥିବାରୁ ଆପଣମାନଙ୍କୂ
ଗ୍ୟାରେଣ୍ଟି ଦେଉଛି ଯେ ମୋ ଶାସନରେ ଆପଣମାନେ ସଂପୂର୍ଣ୍ଣ ସୁରକ୍ଷିତ। ତେଣୁ ସମସ୍ତେ କେବଳ ମୋତେ ଭୋଟ ଦିଅନ୍ତୁ । )

Leave a Reply

Your email address will not be published. Required fields are marked *