Spread the love

କ୍ଷୀରିଖାଇବାକୁଦେଲାଆଦିବାସୀମା’ -ସୁଭଦ୍ରା ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବକ୍ତବ୍ୟ.
ଗାଡ଼କଣରେ କ୍ଷୀରି ଖାଇବା କଥା ସଭାରେ କହିଲେ ମୋଦି

ଏଠାକୁ ଆସିବା ପୂର୍ବରୁ ମୁଁ ଏକ ଆଦିବାସୀ ପରିବାରକୁ ଯାଇଥିଲି
ଆବାସ ଗୃହ ପ୍ରବେଶ କରାଇବାକୁ ସେଠାକୁ ଯାଇଥିଲି
ସେଠାରେ ଆଦିବାସୀ ମା’ ଜଣକ ମୋତେ କ୍ଷୀରି ଖୁଆଇଲେ
ସେଠାରେ କ୍ଷୀରି ଖାଇବା ବେଳେ ମୋ ମା’ କଥା ମନେପଡ଼ିଲା
ମୁଁ କିଛି କରିବାକୁ ଯିବା ବେଳେ ମା’ ମିଠା ଖୁଆଉଥିଲା

Leave a Reply

Your email address will not be published. Required fields are marked *