ବିକଟାଳ ଡିଜେ ପାଇଁ ବାନ୍ଧିଲା ପୁଲିସ।
ବିନା ଡିଜେରେ ବର ଗଲେ ମଣ୍ଡପ। ବାରଣ ସତ୍ତ୍ବେ ଛାତି ଫଟାଇ ଡିଜେ ବଜାଇ ବାଣ ଫୁଟାଇ ନେଉଥିଲେ ଶୋଭାଯାତ୍ରା । ଅଭିଯୋଗ ପରେ ପୋଲିସ ପହଞ୍ଚି ଡିଜେ ସିଜ୍ କରିଥିଲା । ବାହାଘର ଶୋଭାଯାତ୍ରା ଚାଲିଥିବା ବେଳେ ଅଧା ରାସ୍ତାରୁ ଡିଜେକୁ ଟେକି ଆଣିଥିଲା ପୁଲିସ ।