Spread the love

ସରକାର ₹୫ ଟଙ୍କାରେ ଯେଉଁଭଳି ‘ଆହାର’ ଖାଦ୍ୟ (ଭାତ, ଡାଲମା, ଖଟା) ଦେଉଛନ୍ତି, ପଟିଆ ଗୁଣ୍ଡିଚା ମନ୍ଦିରରେ କିଟ ଟେମ୍ପଲ ଟ୍ରଷ୍ଟ ସେଭଳି ଖାଦ୍ୟ ₹୩୦ ଟଙ୍କାରେ ଦେଉଛି!

ଯେଉଁଠି ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି.. ସେଠାରେ ଥିବା ପ୍ରଭୁ ଜଗନ୍ନାଥ ମନ୍ଦିର ଅନେକ ଦିନ ହେବ ପ୍ରତିଷ୍ଠା ହେଇଥିବା ବେଳେ ବର୍ତମାନ ଏକ ଆଧ୍ୟାତ୍ମିକ ବାତାବରଣ ପରିବେଶରେ ମା ଗୁଣ୍ଡିଚା ମନ୍ଦିରରେ ପ୍ରସାଦ ମିଳିବା ପ୍ରଚାର ହେବା ପରେ ଦୂର ଦୁରାନ୍ତରୁ ଭକ୍ତ ମାନେ ଆସି ପ୍ରସାଦ ସେବନ କରୁଛନ୍ତି…

Leave a Reply

Your email address will not be published. Required fields are marked *