Spread the love

କୋରାପୁଟରେକାର୍ତିକ୍ୟାନ ପାଣ୍ଡିଆନ //କୋରାପୁଟ ସେମିଳିଗୁଡ଼ାରେ ଭି.କେ. ପାଣ୍ଡିଆନ ଜନସଭାରେ କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି ପାଣ୍ଡିଆନ ପଟାଙ୍ଗି ଅଞ୍ଚଳରେ ପାଣ୍ଡିଆନଙ୍କ ପ୍ରଚାର ‘କଥାରେ ନୁହେଁ କାମରେ ବିଶ୍ବାସ କରନ୍ତି ମୁଖ୍ୟମନ୍ତ୍ରୀ’
କାମଦେଖି କିଛିଲୋକଙ୍କ ନିଦଭାଙ୍ଗିଯାଇଛି!.

ନିର୍ବାଚନ ଆସିଲେ ସେମାନେ ମିଠା ମିଠା କଥା କହିବେ!.
ନିର୍ବାଚନ ସରିଲେ ସେମାନଙ୍କ ଦେଖା ମିଳିବନି!.

ଲକ୍ଷ୍ମୀପୁର ବାସୀଙ୍କୁ ନବୀନ ବାବୁଙ୍କ ଗ୍ୟାରେଣ୍ଟି ଦିଆଯିବ!.
କାରଣ ନବୀନ ବିକାଶରେ ବିଶ୍ବାସ କରନ୍ତି!.ସେମାନେ ଜାଣିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ହାତ ହଲେଇଦେଲେ ସେମାନଙ୍କ ଶିବିରରେ କମ୍ପନ ସୃଷ୍ଟି ହୁଏ.ଆପଣମାନେ ବିଜୁ ସ୍ୱାସ୍ଥ୍ୟ କାର୍ଡ ଧରିକି ଗଲେ ମାଗେଣାରେ ଦଶ ଲକ୍ଷ୍ୟ ଟଙ୍କା ର ଚିକିତ୍ସା ମିଳିଲା
ଲକ୍ଷ୍ମୀପୁର ନିର୍ବାଚନୀ ପ୍ରଚାର ମଇଦାନରେ ବିଜେଡି କର୍ମୀ ଓ ସାଧାରଣ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା

Leave a Reply

Your email address will not be published. Required fields are marked *