ଡବ୍ଲୁ ଡବ୍ଲୁ ଡଟ କମ ପାଣ୍ଡିଆନ ସାର ୱଏଲକମ ବିଷ୍ଣୁଦତ ଭାଇ ବ୍ୟମକେଶ ଭାଇ ସ୍ୱାଗତମ ରେ କମ୍ପିଲା ଭଦ୍ରକ ର ତିହିଡି କାର୍ଯ୍ୟକ୍ରମ.. ହଜାର ହଜାର ସଂଖ୍ୟରେ ବିଜେଡି କର୍ମୀ ଙ୍କ ଗହଣରେ କାଲି ପ୍ରଚାର କଲେ ବିଜେଡି ନେତା କାର୍ତିକ୍ୟାନ ପାଣ୍ଡିଆନ.. ପ୍ରଥମେ ମହାନ ଜନନାୟକ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ନୀଳମଣି ରାଉତରାୟ ଓ ସ୍ବର୍ଗତ ବିଜେଡି ବରିଷ୍ଟ ନେତା ମନ୍ତ୍ରୀ ଶ୍ରୀ ବିଜୟଶ୍ରୀ ରାଉତରାୟ ଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ପାଣ୍ଡିଆନ ଆରମ୍ବ କରିଥିଲେ ରୋଡ଼ ସୋ..ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ନେଇ ରାଜନୀତି କରୁଛି ବିଜେପି। ଆମ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ବିଜେପି ନେତାମାନେ ଅଶାଳୀନ ଓ ଅଭଦ୍ର ଟିପ୍ପଣୀ କରୁଛନ୍ତି। ଓଡ଼ିଶାବାସୀ ଏହାକୁ ପସନ୍ଦ କରୁନାହାନ୍ତି ଓ ଏହାର ଉଚିତ୍ ଜବାବ ଦେଉଛନ୍ତି। ବିଜେପିର ଘୋଷଣାପତ୍ରରେ ଦୂରଦୃଷ୍ଟି ନାହିଁ। ‘ମିଶନ ଶକ୍ତି’କୁ ବନ୍ଦ କରିବାକୁ ବିଜେପି ତା’ର ଇସ୍ତାହାରରେ ଘୋଷଣା କରିଛି। ବିଜେପିର ଘୋଷଣା ଖାଲି ଜୁମଲା ବୋଲି ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ୍ ପାଣ୍ଡିଆନ କହିଛନ୍ତି।ତିହିଡି ଠାରେ ଦମକଳ କେନ୍ଦ୍ର ଖୋଲାଯାଇଛି ଆଗକୁ ଅନେକ କାର୍ଯ୍ୟକ୍ରମ ହେବାର ଅଛି ବୋଲି କହିଲେ.
. ସେମିତି ଆଜି
ଜଳେଶ୍ଵର ଜନସଭାରେ ପ୍ରତାପ ଷଡଙ୍ଗୀଙ୍କୁ ଟାର୍ଗେଟ କଲେ କାର୍ତ୍ତିକ ପାଣ୍ଡିଆନ ! ମାଟିରୁ ଆଶୀର୍ବାଦ ପାଇ ବାଲେଶ୍ଵରକୁ ଭୁଲିଗଲେ ସାଂସଦ ! ବାଲେଶ୍ଵର ସ୍ଵାର୍ଥରେ ସଂସଦରେ ଗୋଟିଏ ବି ପ୍ରସଙ୍ଗ ଉଠାଇ ନାହାନ୍ତି!.
ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କୁ ବଡ଼ ମାର୍ଜିନରେ ଜିତାଇବାକୁ ପାଣ୍ଡିଆନଙ୍କ ଅପିଲ!.
ଭୋଗରାଇରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି କାର୍ତ୍ତିକ ପାଣ୍ଡିଆନ୍। ମନ୍ଦିର , ମସଜିଦଠୁ ଆରମ୍ଭ କରି ବିକାଶ ମୂଳକ କାର୍ଯ୍ୟ ଜାରି ରହିଛି। ଯାହା ସବୁ କାର୍ଯ୍ୟ ବାକି ରହିଛି ତାହା ଖୁବଶୀଘ୍ର ପୂରଣ କରାଯିବ। ବିକାଶର ହିସାବ ଦେବା ସହ ବିଜେଡି ପ୍ରାର୍ଥୀଙ୍କୁ ବଡ଼ ସଂଖ୍ୟାରେ ଜିତାଇବାକୁ ଅପିଲ କରିଛନ୍ତି ପାଣ୍ଡିଆନ୍!.
ଭୋଗରାଇ ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ଜାରି ରହିଛି। ତୃତୀୟ ପର୍ଯ୍ୟାୟ ସୁଦ୍ଧା ରାଜ୍ୟରେ ବିଜେଡି ବହୁମତ ପାଇ ସାରିଛି ବୋଲି କହିଛନ୍ତି ପାଣ୍ଡିଆନ୍। ବିଜେପି ନିଜ ଇସ୍ତାହାରରେ ଯୁବକଙ୍କ ପାଇଁ କିଛି ସ୍ଥାନ ଦେଇନାହିଁ। କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବିଜେପି ନେତା। ରାଜ୍ୟ ପାଇଁ କିଛି କରିବେ ନାହିଁ। ତେଣୁ ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କୁ ବଡ଼ ମାର୍ଜିନରେ ଜିତାଇବାକୁ ଅପିଲ କରିଛନ୍ତି ପାଣ୍ଡିଆନ୍!.