ଜୁନ ୧୦ରେ ଓଡ଼ିଶାରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣ
-ଓଡ଼ିଶାର ଭବିଷ୍ୟତକୁ ନେଇ ମୋଦିଙ୍କ ବଡ଼ ରାଜନୈତିକ ଆକଳନ
-ଓଡ଼ିଶାର ଭାଗ୍ୟ ପରିବର୍ତ୍ତନ ହେବ: ମୋଦି
-ଖବର ସରବରାହ ସଂସ୍ଥା ANIକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସାକ୍ଷାତକାର
–ଓଡ଼ିଶାରେ ସରକାର ପରିବର୍ତ୍ତନ ହେଉଅଛି'-
ଜୁନ ୪ ରାଜ୍ୟରେ ବିଜେଡି ସରକାରର ଏକ୍ସପାରୀ ଡେଟ’
–ଜୁନ ୧୦ ଓଡ଼ିଶାରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ'* *-
ଓଡ଼ିଶାରେ ଭରପୂର ପ୍ରାକୃତିକ ସମ୍ପଦ ରହିଛି’
–ଓଡ଼ିଶା ସମ୍ପଦ ଥିବା ଏକ ଗରିବ ରାଜ୍ୟ'* *-
ଚିନ୍ତାର ବିଷୟ ଓଡ଼ିଶାର ପୂରା ବ୍ୟବସ୍ଥାକୁ ବନ୍ଧକ ରଖାଯାଇଛି’
-`ସେହି ବନ୍ଧନରୁ ମୁକ୍ତ ହେଲେ ଓଡ଼ିଶା ହସିବ!.