Spread the love

୪ ଜୁନ୍‌ରେ ନବୀନ ହେବେ ‘ପୂର୍ବ ମୁଖ୍ୟମନ୍ତ୍ରୀ’
୬ ପର୍ଯ୍ୟାୟ ସରିଲାଣି , ୫ ପର୍ଯ୍ୟାୟ ରିପୋର୍ଟ ଅଛି
୫ ପର୍ଯ୍ୟାୟରେ ମୋଦିଜୀ ୩୧୦ ସିଟ୍‌ ଜିତି ସାରିଲେଣି
ସପ୍ତମ ପର୍ଯ୍ୟାୟ ଶେଷ ସୁଦ୍ଧା ଚାର୍‌ଶୋ ପାର୍‌ କରିବାକୁ ପଡ଼ିବ
ଓଡ଼ିଶାରେ ବି ମୋଦିଙ୍କ ସରକାର ବନାଇବାକୁ ପଡ଼ିବ!.
ଓଡ଼ିଶାର ଗରିବୀ ପାଇଁ ନବୀନ ଦୋଷୀ
ଚାନ୍ଦବାଲି ସଭାରେ ଆରମ୍ଭରୁ ଗର୍ଜିଲେ ଅମିତ ଶାହ
ଓଡ଼ିଶା ଦେଶର ଅନ୍ୟତମ ସମୃଦ୍ଧ ପ୍ରଦେଶ- ଶାହ
ଖଣିଜ ସଂପଦରେ ଭରପୂର, ପାଣିରେ ଭର୍ତ୍ତି- ଶାହ
କିନ୍ତୁ ନବୀନ ବାବୁଙ୍କ ପାଇଁ ଓଡ଼ିଶା ଲୋକ ଗରିବ
ଓଡ଼ିଶାର ଯୁବବର୍ଗ ପେଟ ପୋଷିବାକୁ ବାହାରକୁ ଯାଉଛନ୍ତି!.
ବିଜେପିକୁ ଭୋଟ ଦିଅନ୍ତୁ , ସମୃଦ୍ଧ ଓଡ଼ିଶା ବନାଇବୁ
ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା କରିବୁ , ଯୁବବର୍ଗଙ୍କୁ ଏଇଠି ଚାକିରି ମିଳିବ
ତାମିଲ ବାବୁ ଓଡ଼ିଆ ଲୋକଙ୍କୁ ରାମ ଉତ୍ସବରୁ ବାରଣ କଲେ
ପ୍ରଭୁ ଜଗନ୍ନାଥଙ୍କ ସମ୍ମାନ ସହ ଖେଳକୁ ବରଦାସ୍ତ କରିବା ଉଚିତ କି?????
ଜଗନ୍ନାଥ ପରମ୍ପରା ଅନୁସାରେ ଜଗନ୍ନାଥ ମନ୍ଦିର ଚାଲିବା ଉଚିତ କି ନାହିଁ!.
ନବୀନ ବାବୁଙ୍କୁ ପଚାରୁଛି , ରତ୍ନଭଣ୍ଡାର ଚାବି କୁଆଡ଼େ ଗଲା
ଡୁପ୍ଲିକେଟ ଚାବି ହୋଇଛି କି ନାହିଁ ନବୀନ ବାବୁଙ୍କୁ ପଚାରୁଛି
ଯାଞ୍ଚ ରିପୋର୍ଟ କାହିଁକି ଚାପିଛନ୍ତି , ବିଜେଡ଼ି କାହାକୁ ବଞ୍ଚାଇବାକୁ ଚାହୁଁଛି
ବିଜେପି ସରକାର ଆସିଲେ ମାସକରେ ଯାଞ୍ଚ ରିପୋର୍ଟ ସାର୍ବଜନୀନ ହେବ!.ତାମିଲ ମୁଖ୍ୟମନ୍ତ୍ରୀ ଥାପିବାକୁ ବସିଛନ୍ତି ନବୀନ
ଚାନ୍ଦବାଲି ସଭାରେ ଆରମ୍ଭରୁ ଗର୍ଜିଲେ ଅମିତ ଶାହ
ଓଡ଼ିଶାର ବିକାଶ ପାଇଁ ମୋଦି ୭ ଲକ୍ଷ କୋଟି ଦେଇଛନ୍ତି
ନବୀନ ବାବୁଙ୍କ ବାବୁଭାୟା ୭ ଲକ୍ଷ କୋଟି ଖାଇଗଲେ
ନବୀନ ବାବୁ ଓଡ଼ିଶା ଉପରେ ଏକ ତାମିଲ ମୁଖ୍ୟମନ୍ତ୍ରୀ ଥାପିବାକୁ ବସିଛନ୍ତି
ଓଡ଼ିଆ ଲୋକ ଆପଣଙ୍କୁ ସହିଗଲେ , ଏ ତାମିଲ ବାବୁକୁ ସହିବେନି
-ଓଡ଼ିଶା ଲୋକ ଏଥର ନିଜ ମାଟିର ସନ୍ତାନକୁ ମୁଖ୍ୟମନ୍ତ୍ରୀ କରିବେ!.

Leave a Reply

Your email address will not be published. Required fields are marked *