IPS_କୁଟ୍ଟେଓଆଶିଷଙ୍କବିରୋଧରେ_ECIଙ୍କକାର୍ଯ୍ୟାନୁଷ୍ଠାନ_ପ୍ରସଙ୍ଗ!.
ପ୍ରତିକ୍ରିୟା ରଖିଲେ BJD ନେତା ଭିକେ ପାଣ୍ଡିଆନ
ଏହାଠାରୁ ଦୁର୍ଭାଗ୍ୟଜନକ କିଛି ନାହିଁ: ପାଣ୍ଡିଆନ
‘ଓଡ଼ିଶାରେ ନକ୍ସଲବାଦ କମିବାରେ ତାଙ୍କର ବଡ଼ ଭୂମିକା’
‘ଛତିଶଗଡ଼ରେ ଏପର୍ଯ୍ୟନ୍ତ ନକ୍ସଲବାଦ ବନ୍ଦ ହୋଇପାରିନି’
ସେ ଲାଇଫ ରିସ୍କ୍ ନେଇ ନକ୍ସଲ ସହିତ ଲଢ଼ିଛନ୍ତି: ପାଣ୍ଡିଆନ
BJP ଯାହା ଚାହୁଁଛି ତାହା ହେଉଛି: ଭିକେ ପାଣ୍ଡିଆନ
‘BJD କୌଣସି ଅଫିସରଙ୍କୁ ନିର୍ବାଚନରେ ବ୍ୟବହାର କରୁନି’
‘BJDର କୋଟିଏ କର୍ମୀ, BJPକୁ ଏସବୁ ଦରକାର ଆମକୁ ନୁହେଁ’!.
PC_କରିBJPଉପରେବର୍ଷିଲେଭିକେ_ପାଣ୍ଡିଆନ!.
‘BJP ୧୦ ବର୍ଷ ହେଲା କେନ୍ଦ୍ରରେ କ୍ଷମତାରେ ଅଛି’
‘୨୦୧୪ରେ ଯାହା ପ୍ରତିଶ୍ରୁତି ଦେଇଥିଲେ କିଛି ରଖିଲେନି’
‘ଧାନ MSP ଦୁଇଗୁଣା କରିବେ କହିଥଲେ, ହେଲାନି’
‘ପ୍ରତିବର୍ଷ ୨କୋଟି ରୋଜଗାର ଦେବେ କହିଥିଲେ, ଦେଲେନି’
‘ପ୍ରତିବର୍ଷ ୨କୋଟି ହେଲେ, ଓଡ଼ିଶା ଭାଗରେ ୮୦ ଲକ୍ଷ ପଡ଼ିଥାଆନ୍ତା’
‘୮୦ ଲକ୍ଷ ଦୂର କଥା ୮ ହଜାର ଲୋକଙ୍କୁ ବି ଚାକିରି ଦେଲେନି’
‘ଓଡ଼ିଶାରୁ ପାଖାପାଖି ୬୦ରୁ ୭୦ ହଜାର କୋଟି ନେଉଛି କେନ୍ଦ୍ର’
‘ଓଡ଼ିଶାକୁ ଦେଲା ବେଳକୁ ଦେଉଛନ୍ତି ୫ରୁ ୬ ହଜାର କୋଟି’
‘କେନ୍ଦ୍ର ନେବାବେଳେ ଚର୍ତୁଭୁଜ ଦେବା ବେଳେ ଖାଲି ହାତ’
‘ପ୍ରଶ୍ନ କଲେ ରତ୍ନଭଣ୍ଡାର କଥା କହିବେ, ପ୍ରସଙ୍ଗରୁ ଓହରିଯିବେ’
‘ଓଡ଼ିଶାବାସୀ ଏସବୁ ଜାଣିଛନ୍ତି, ୧ ତାରିଖରେ ଉତ୍ତର ଦେବେ’!.