Spread the love

ଅତି ଆପଣାର ହୋଇବାନି କେବେ
ପାଇବା ଅନେକ ଦୁଃଖ,
ଅଜ୍ଞାତରେ ଯଦି ହୋଇଯାଏ ଭୁଲ୍
ଛଡାଇନେବେ ସେ ସୁଖ ।

ମିଥ୍ୟାକୁ ଆଶ୍ରୟ କରି ଶହେ ବର୍ଷ ବଞ୍ଚିବା ଅପେକ୍ଷା, ସତ୍ୟକୁ ଆଶ୍ରୟ କରି ଗୋଟେ ମୂହୁର୍ତ୍ତବି ବଞ୍ଚିବା ଶ୍ରେୟସ୍କର ।

ଯେବେ କ୍ଷୀରରେ ପାଣି ମିଶେ ସେବେ ତାହା କ୍ଷୀରରେ ସମ୍ପୂର୍ଣ ଭାବେ ମିଶିଯାଏ ,ସେହିପରି ଯେବେ ଆମେ ଭଲ ଲୋକଙ୍କ ସଂସ୍ପର୍ଶରେ ଆସନ୍ତି ସେବେ ଆମ ନିଜ ଭିତରେ ବି ଭଲଗୁଣର ଉତ୍ପତ୍ତି ହୁଏ ।

ଯଦି ତୁମକୁ କିଏ Doubt କରୁଛି ଦୁଃଖ କର ନାହିଁ କାହିଁକି ନା Doubt ତ ସୁନାର Purity ଉପରେ କରାଯାଏ କୋଇଲାର କଳା ଉପରେ ନୁହଁ……।

              
  
   


ପ୍ରଶଂସା ନ ମିଳୁ ଦୁଃଖ କରନାହିଁ,ଲୋକଙ୍କ କଥାରୁ କଣ ମିଳିବ?ତେଲ ବି ଜଳୁଛି ସଳିତା ମଧ୍ଯ ଜଳୁଛି କିନ୍ତୁ ଲୋକେ କହୁଛନ୍ତି ଦୀପ ଜଳୁଛି।

ନିଜ ଉପରେ ସବୁ ବେଳେ ଭରସା ରଖି ଥିବ,କାରଣ ଏତେ ବାଟ ଆସିଛ ମାନେ ନିଶ୍ଚିତ ଆଗକୁ ଯାଇପାରିବ।ସଫଳତା ନିଶ୍ଚିତ ଭାବରେ ପାଇବ।

ମାଟି ପଥର କାଠ ବା ଧାତୁରେ ମୁର୍ତ୍ତି ତିଆରି ହୋଇପାରେ ପୂଜା କରିବାର ନିଷ୍ଠା ହିଁ ଶ୍ରେଷ୍ଠ ନୈବେଦ୍ୟ ଆତ୍ମାର ଶ୍ରଦ୍ଧା ସବୁଠାରୁ ବଡ ପୂଜା।

ଶଙ୍ଖ ପବିତ୍ର।

ଶଙ୍ଖ ଧ୍ବନି ପାପ ନାଶକ।

ଅନେକ ରୋଗ ଭଲ ହୁଏ।

ସର୍ବ ଶୁଭ ପ୍ରାପ୍ତି ହୁଏ।

ସଂକ୍ରାମକ ରୋଗ ଜୀବାଣୁ ନଷ୍ଟ ହୁଅନ୍ତି।

ପରିବେଶ ଜୀବାଣୁ ମୁକ୍ତ ରହେ।

ପ୍ରତିଦିନ ଶଙ୍ଖ ବଜାଇଲେ ଶ୍ବାସ,କାଶ,ଯକ୍ଷ୍ମା, ଆକ୍ରମଣ କରେ ନାହିଁ।

ଶଙ୍ଖ ଧ୍ବନି ସର୍ବ ଶୁଭ ପ୍ରଦାୟକ।

ଶଙ୍ଖ ବଜାଇ ସ୍ବାଗତ କରାଯାଏ।

ପାପ ନାଶ ଯାଏ।

ଆୟୁ ବୃଦ୍ଧି ହୁଏ।

ମନରେ ପବିତ୍ରତା ଜାତ ହୁଏ।

ଶରୀର ଶୁଦ୍ଧ ହୁଏ।

ମନ, ପ୍ରାଣ, ହୃଦୟ ପବିତ୍ର ହୁଏ, ଶୁଦ୍ଧ ହୁଏ।

ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତି ହୁଏ।

Leave a Reply

Your email address will not be published. Required fields are marked *