News ମାଲକାନଗିରି//ଜିଲ୍ଲା ପରିଷଦ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ମାଲକାନଗିରି ଜିଲ୍ଲା ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।ଜିଲାରେ ବେଆଇନ ମଦ କାରବାର, ଚୋରାଚାଲାଣ ରୋକିବାକୁ କୁହାଯାଇଛି । ଏନଫୋର୍ସମେଣ୍ଟ ଟିମ ଗଠନ କରି ଚଢାଉକୁ ଜୋରଦାର କରିବାକୁ ଅବକାରୀ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । darshansamikhya Jun 25, 2025
News आज से 84 साल पहले, 22 जून 1941 को नाज़ी जर्मनी ने सोवियत संघ पर एक बड़ा हमला शुरू किया, जिसे ऑपरेशन बारबरोसा कहा गया — यह इतिहास का सबसे बड़ा ज़मीनी हमला माना जाता है। इसमें जर्मनी और उसके सहयोगी देशों की 30 लाख से ज़्यादा फौजों ने सोवियत यूनियन पर चढ़ाई कर दी। darshansamikhya Jun 24, 2025
News ରାଉରକେଲା//ଆପୋଲୋ ହସ୍ପିଟାଲ୍ସ (ଇସ୍ପାତ ପିଜିଆଇ ଏବଂ ଏସଏସଏଚ୍ ପରିଚାଳିତ) ରାଉରକେଲା ପକ୍ଷରୁ ଦ୍ବିଦିବସୀୟ ୟୁରୋକନ୍ ୨୦୨୫’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ପ୍ରଖ୍ୟାତ ୟୁରୋଲୋଜିଷ୍ଟ ଡାକ୍ତର ପି.କେ. ମିଶ୍ର, ଡାକ୍ତର କମଳାକାନ୍ତ ପାଣିଗ୍ରାହୀ ଏବଂ ସୁ ପ୍ରତିଷ୍ଠିତ ୟୁରୋଲୋଜିଷ୍ଟ ଏବଂ ନେଫ୍ରୋଲୋଜିଷ୍ଟଙ୍କ ଦ୍ୱାରା ଉତ୍ସାହଜନକ ଅଧିବେଶନ ଆୟୋଜିତ ହୋଇଥିଲା। ବୈଶିଷ୍ଟ୍ୟଯୁକ୍ତ ବିଷୟ ସମ୍ପର୍କ ରେ ଆଲୋଚନା କରାଯାଇଥିଲା l darshansamikhya Jun 24, 2025
News ଭୁବନେଶ୍ୱର //ଆନ୍ତର୍ଜାତିୟ ଯୋଗ ଦିବସ ‘ଯୋଗସଙ୍ଗମ’ ପାଳନ ଭାରତୀୟ ଯୋଗ ସଂସ୍ଥାନର ମହାତ୍ମାଗାନ୍ଧୀ ଯୋଗ ରମାଦେବୀ କ୍ଷେତ୍ରରେ ସତ୍ୟନଗର ଖେଳଘର ପାର୍କ ଠାରେ ୧୧ତମ ଆନ୍ତର୍ଜାତିୟ ଯୋଗ ଦିବସ ‘ଯୋଗସଙ୍ଗମ’ ଗତ ୨୧ତାରିଖ ରେ ଅନୁଷ୍ଠିତ ହୋଇଯାଇଅଛି। darshansamikhya Jun 22, 2025