କୋୖଣସି ଅସୁବିଧାରେ ପଡ଼ିଥିବା ଲୋକଙ୍କୁ ଆହୁରି ଅସୁବିଧାରେ ପକାଇ ନିଜକୁ ଭାବନ୍ତୁ ନାହିଁ ଯେ ସିଏ କ’ଣ କରିପାରିବ ତା’ର ଓଉକାତ୍ କେତେ କିନ୍ତୁ ଦିନ ଆସିବ ସିଏ ଆକାରରେ ଉଡୁଥିବ ଆଉ ଆପଣ ଧୂଳି ଚାଟୁଥିବେ ।

ଜୀବନ ରାସ୍ତାଟା ନୁହଁଇ ସହଜଯେମିତି ବି ଚାଲିହେବ,ସମୟ ସହିତ ତାଳ ନ ରଖିଲେକଣ୍ଟା ଖାଲରେ ପଡ଼ିବ । ମିଥ୍ୟାବାଦୀମାନେ ଏବେ ସମସ୍ତଙ୍କର ପ୍ରିୟ ହୁଅନ୍ତି ଏବଂ ଭଲପାଇବା…

Read More