ରାଉରକେଲା //ଅପରେସନ ସିନ୍ଦୂରର ସଫଳତାରେ ଭାରତର ବୀର ସୈନିକ ମାନଙ୍କ ସୋର୍ଯ୍ୟକୁ ସମ୍ମାନ ଦେବା ଓ ଆତଙ୍କବାଦ ବିରୁଦ୍ଧରେ ଦେଶର ପ୍ରତିବଦ୍ଧତାକୁ ପ୍ରଦର୍ଶନ କରିବା ଉଦ୍ଦେଶ୍ୟରେ ଆଜି ରାଉରକେଲା ଏବଂ ରଘୁନାଥପଲ୍ଲୀ ବିଜେପି ତରଫରୁ ତ୍ରିରଙ୍ଗା ବାଇକ ଶୋଭାଯାତ୍ରା ରାଉରକେଲାର ବିଶ୍ରା ଛକ ଠାରୁ ଆରମ୍ଭ ହୋଇ ଥିଲା । ଏହି ପରାକ୍ରମ ରାଲିରେ ଆମ ସମସ୍ତଙ୍କ ପ୍ରିୟ ନେତା ମାନ୍ୟବର ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀଯୁକ୍ତ ଜୁଏଲ ଓରାମ ଯୋଗ ଦେଇ ଶୋଭାଯାତ୍ରାରେ ଶୁଭାରମ୍ଭ କରିଥିଲେ ।

ଭାରତୀୟ ଜନତା ପାର୍ଟିରାଉରକେଲା ସାଂଗଠନିକ ଜିଲ୍ଲାରାଉରକେଲା ଅପରେସନ ସିନ୍ଦୂରର ସଫଳତା ଓ ଆତଙ୍କବାଦ ବିରୁଦ୍ଧରେ ଦେଶର ପ୍ରତିବଦ୍ଧତାକୁ ତ୍ରିରଙ୍ଗା* ବାଇକ ଶୋଭାଯାତ୍ରା ଜରିଆରେ ପ୍ରଦର୍ଶନ ରାଉରକେଲା। ତା…

Read More