ପୂର୍ବତନରାଷ୍ଟ୍ରପତିଙ୍କୁ୨୭ବର୍ଷଜେଲ୍.
-ଡୋନାଲ୍ଡ ଟ୍ରମ୍ପଙ୍କ ଦୃଢ଼ ସମର୍ଥକ ତଥା ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ବୋଲସୋନାରଙ୍କୁ ଦଣ୍ଡାଦେଶ
-୨୭ ବର୍ଷର ଜେଲ୍
ଦଣ୍ଡାଦେଶ ଶୁଣାଇଲେ ବ୍ରାଜିଲ SC
-୨୦୨୨ ନିର୍ବାଚନରେ ପରାଜୟ ସତ୍ତ୍ବେ କ୍ଷମତା ଛାଡ଼ିବାକୁ ଚାହୁଁ ନଥିଲେ
-ସାମରିକ ଶକ୍ତି ପ୍ରୟୋଗ କରି କ୍ଷମତା ରଖିବା ଷଡ଼ଯନ୍ତ୍ର.











Leave a Reply