ଭୁବନେଶ୍ବର। ଦର୍ଶନ ସମୀକ୍ଷା
କଳିଙ୍ଗ ୟୁଥ କ୍ଳବ ଆନୁକୁଳ୍ୟ ରେ ଶୈଳଶ୍ରୀ ବିହାର ପ୍ରିମିଅର ଲିଗ ର ଷଷ୍ଠ ସଂସ୍କରଣ ଆସନ୍ତା ମାସ ଡ଼ିସେମ୍ବର ୨୩ – ୩୧ ଯାଏଁ ଅନୁଷ୍ଠିଥ ହେବାକୁ ଯାଉଅଛି. ଏହାର ଅକ୍ସନ ଡ଼ିସେମ୍ବର – ୪ ତାରିଖ ରେ କରାଯିବ ର ବ୍ୟବସ୍ଥା କରା ଯାଇଅଛି.
ଏହି ଷଷ୍ଠ ସଂସ୍କରଣ ରେ ୭ ଟି ଦଳ ଭାଗ ନେବେ, ଦଳ ଗୁଡିକ ହଉଚି, କଳିଙ୍ଗ ୟଙ୍ଗ ଚାଁମ୍ପସ, ଏଲ. ଡ଼ି. ମାଷ୍ଟ୍ରସ, ଆୟୁ ଲାୟନ୍ସ , ରୋୟାଲ ଵାରୀୟର୍ସ, ହନସିକା – ୧୧ , ବାୟା ଜେନା ହିଟର୍ଶ ଏବଂ କଳିଙ୍ଗ ପାନ୍ଥର୍ସ. ଚାମ୍ପିୟନ ଦଳକୁ ୨,୫୦,୦୦୦ ଏବଂ ରନ୍ନର୍ସ ଅପ ଦଳ କୁ ୧,୫୦,୦୦୦ ପୁରସ୍କାର ରାଶି ରଖା ଯାଇଅଛି. ଏହି ଖେଳ ଗୁଡିକ ର ସିଧା ପ୍ରସାରଣ ୟୁଟିୟୁବ ରେ ଲାଇଭ କରାଯିବ.












Leave a Reply