ନବକୃଷ୍ଣ ଜୟନ୍ତୀ //ଓଡ଼ିଶାରେ ଜଣେ ମନ୍ତ୍ରୀ ଥିଲେ- ସେ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଭୁବନେଶ୍ୱର ସଚିବାଳୟ ରୁ କାର୍ଯ୍ୟ ସାରି ସନ୍ଧ୍ୟା ଟ୍ରେନ ରେ କଟକ ନିଜ ବାସସ୍ଥାନ କୁ ଫେରୁଥିଲେ. ବେଳେ ବେଳେ କଟକ ରେଳଷ୍ଟେସନ ରୁ ରିକ୍ସା ରେ ବସି ଆସୁଥିବାରୁ ଦୂର୍ଷ୍ୟ ସେ ସମୟରେ ଦେଖିବାକୁ ମିଳୁଥିଲା.

Spread the love

ଭୁବନେଶ୍ୱର :ଦର୍ଶନ ସମୀକ୍ଷା ସୋତନ୍ତ୍ର ଉପସ୍ଥାପନା

ଓଡ଼ିଶାରେ ଜଣେ ମନ୍ତ୍ରୀ ଥିଲେ- ସେ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଭୁବନେଶ୍ୱର ସଚିବାଳୟ ରୁ କାର୍ଯ୍ୟ ସାରି ସନ୍ଧ୍ୟା ଟ୍ରେନ ରେ କଟକ ନିଜ ବାସସ୍ଥାନ ରୁ ଫେରୁଥିଲେ. ବେଳେ ବେଳେ କଟକ ରେଳଷ୍ଟେସନ ରୁ ରିକ୍ସା ରେ ବସି ଆସୁଥିବାରୁ ଦୂର୍ଷ୍ୟ ସେ ସମୟରେ ଦେଖିବାକୁ ମିଳୁଥିଲା.

ଯେ ବ୍ୟକ୍ତିଗତ କାରଣରୁ ୧୯୪୮ରେ ରାଜସ୍ୱ ମନ୍ତ୍ରୀ ପଦରୁ ଇସ୍ତଫା ଦେଇ ସରକାରୀ ଚାକିରି କଲେ!
ଅନୁଗୁଳରେ ମୌଳିକ ଶିକ୍ଷା ବିଭାଗର ସରକାରୀ କର୍ମଚାରୀ ଭାବେ କାମ କରି ବେତନ ପାଇଲେ!

ହେଲେ ପୁଣି ନେହରୁଙ୍କ ପରାମର୍ଶରେ ୧୯୫୦ରେ ରାଜନୀତିକୁ ଫେରିଲେ।

୧୯୫୦ରୁ ୧୯୫୬ ଓଡ଼ିଶାର ମୁଖ୍ୟମନ୍ତ୍ରୀ ରହିବା ପରେ ଇସ୍ତଫା ଦେଲେ। ସକ୍ରିୟ ରାଜନୀତି ଛାଡ଼ି ସମାଜସେବା କଲେ! ସେ ହେଲେ ନବକୃଷ୍ଣ ଚୌଧୁରୀ (୧୯୦୧-୧୯୮୪)

ଫଟୋ: କଟକ ବଖରାବାଦରେ ନବକୃଷ୍ଣ-ଗୋପବନ୍ଧୁ ଚୌଧୁରୀଙ୍କ ବାପା ତଥା ଓକିଲ ଗୋକୁଳାନନ୍ଦ ଚୌଧୁରୀ ତିଆରି କରିଥିବା ଘର। ଏହା ସ୍ୱାଧୀନତା ସଂଗ୍ରାମ/ଜରୁରୀକାଳୀନ ପରିସ୍ଥିତି ସମୟରେ ଏକ ପ୍ରମୁଖ ମିଳନ ସ୍ଥଳ ଥିଲା!

ନବକୃଷ୍ଣଙ୍କ ଜୟନ୍ତୀ

Leave a Reply

Your email address will not be published. Required fields are marked *