ସମ୍ବିଧାନ ନିର୍ମାତାମାନେ ଦେଶ ପାଣ୍ଠିରେ ଦଳ ଓ ନିର୍ବାଚନ ବ୍ୟବସ୍ଥା ନକରି ବଡ଼ ଭୁଲ୍ କଲେ। ଫଳରେ ରାଜନୀତି ଏବେ ଅପରାଧର ଉଦ୍ୟୋଗ ହୋଇଯାଇଛି।’- ପ୍ରେମ ଶଙ୍କର ଝା, ପୂର୍ବତନ ସମ୍ପାଦକ, ହିନ୍ଦୁସ୍ତାନ ଟାଇମ୍ସ

Spread the love

‘ଦେଶ ସ୍ୱାଧୀନ ହେଲା ପରେ ସମ୍ବିଧାନ ନିର୍ମାତାମାନେ ପ୍ରଶାସନିକ ଖର୍ଚ୍ଚ ବ୍ୟତୀତ ରାଜନୈତିକ ବ୍ୟବସ୍ଥା ପାଇଁ କିଭଳି ଆଇନସମ୍ମତ ଭାବେ ଅର୍ଥ (ଟଙ୍କା) ମିଳିବ ଚିନ୍ତା କଲେ ନାହିଁ।

ସ୍ୱାଧୀନତା ପୂର୍ବରୁ କଂଗ୍ରେସ ୪-ଅଣା ସଦସ୍ୟ ଚାନ୍ଦା, ଶିଳ୍ପପତିଙ୍କ ଚାନ୍ଦାରେ ଚଳିଯାଉଥିଲା। ମାତ୍ର ସ୍ୱାଧୀନତା ପରେ ଏଭଳି ବ୍ୟବସ୍ଥା ଯେ ଅସ୍ବଛ ହୋଇପଡ଼ିବ ଚିନ୍ତା କରାଗଲା ନାହିଁ। ସମ୍ବିଧାନ ନିର୍ମାତାମାନେ ଦେଶ ପାଣ୍ଠିରେ ଦଳ ଓ ନିର୍ବାଚନ ବ୍ୟବସ୍ଥା ନକରି ବଡ଼ ଭୁଲ୍ କଲେ। ଫଳରେ ରାଜନୀତି ଏବେ ଅପରାଧର ଉଦ୍ୟୋଗ ହୋଇଯାଇଛି।’- ପ୍ରେମ ଶଙ୍କର ଝା, ପୂର୍ବତନ ସମ୍ପାଦକ, ହିନ୍ଦୁସ୍ତାନ ଟାଇମ୍ସ (୧୯୯୦ରେ ପ୍ରଧାନମନ୍ତ୍ରୀ ଭି ପି ସିଂ ଙ୍କ ମିଡିଆ ପରାମର୍ଶଦାତା)

ଫଟୋ: ଗାନ୍ଧିଜୀ ବେଙ୍ଗଲର ଏକ ରେଳ ଷ୍ଟେସନରେ ଲୋକଙ୍କଠାରୁ ଚାନ୍ଦା ସଂଗ୍ରହ କରୁଛନ୍ତି (୧୯୪୬)

Leave a Reply

Your email address will not be published. Required fields are marked *