କିଛି ଲୋକ ଭୁଲ ନକରି ବି କ୍ଷମା ମାଗିଥାନ୍ତି,ଏହାର ମାନେ ନୁହେଁ କି ସେମାନଙ୍କୁ ପ୍ରତି ବାଦ କରି ଆସେ ନାହିଁ।ସେମାନଙ୍କ ଆଖିରେ ଗୋଟିଏ ଲକ୍ଷ୍ୟ ଥାଏ ସମ୍ପର୍କ ଟି ଯେମିତି ଭାଙ୍ଗି ନଯାଉ।

Spread the love

କିଛି ଲୋକ ଭୁଲ ନକରି ବି କ୍ଷମା ମାଗିଥାନ୍ତି,ଏହାର ମାନେ ନୁହେଁ କି ସେମାନଙ୍କୁ ପ୍ରତି ବାଦ କରି ଆସେ ନାହିଁ।ସେମାନଙ୍କ ଆଖିରେ ଗୋଟିଏ ଲକ୍ଷ୍ୟ ଥାଏ ସମ୍ପର୍କ ଟି ଯେମିତି ଭାଙ୍ଗି ନଯାଉ।

ଅତି ଆପଣାର ଲୋକଙ୍କୁ ପାଖରେ ପାଇଲେ ସ୍ୱର୍ଗଟା ହାତ ମୁଠାରେ ପରି ଲାଗେ କିନ୍ତୁ ଆପଣାର ଲୋକଟା ହୃଦୟରୁ ଟିକିଏ ଏଡେଇ ଦେଲେ ବଞ୍ଚିଥାଉ ଥାଉ ମଲା ପରି ଲାଗେ।

ଜୀବନରେ ଗୋଟିଏ କଥା ସବୁବେଳେ ମନେରଖିଥିବେ,ଯଦି କଲମ ହୋଇ କାହାର ସୁଖ ଲେଖି ପାରୁନାହଁ ତାହେଲେ ଚେଷ୍ଟା କର ରବର ହୋଇ କାହାର ଦୁଃଖ ଲିଭାଇବା ପାଇଁ।

କୌଣସି ବ୍ୟକ୍ତି ଆମର ବନ୍ଧୁ କିମ୍ବା ଶତ୍ରୁ ହୋଇ ଦୁନିଆକୁ ଆସି ନ ଥାନ୍ତି,ଆମର ବ୍ୟବହାର ଏବଂ କଥା କହିବା ଶବ୍ଦ ହିଁ ଲୋକଙ୍କୁ ବନ୍ଧୁ ଏବଂ ଶତ୍ରୁ କରାଇ ଥାଏ।

    
ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.!
  

Leave a Reply

Your email address will not be published. Required fields are marked *