ଜେଏନୟୁରେ ପୁଣି କ୍ଲିନସ୍ୱିପ୍ କରିନେଲା ବାମଦଳ ସମର୍ଥିତ ଛାତ୍ର ସଂଗଠନ

Spread the love

ଜେଏନୟୁରେ ପୁଣି କ୍ଲିନସ୍ୱିପ୍ କରିନେଲା ବାମଦଳ ସମର୍ଥିତ ଛାତ୍ର ସଂଗଠନ

ସମସ୍ତ ୪ଟି ପଦବୀରେ ମାରିନେଲା ବାଜି । ଜେଏନୟୁ ଛାତ୍ର ସଂଘ ନିର୍ବାଚନରେ ମୋଟ ୯,୦୪୩ ଛାତ୍ରଙ୍କ ମଧ୍ୟରୁ ୬୭ ପ୍ରତିଶତ ମତଦାନ ହୋଇଥିଲା । ମୁଖ୍ୟତଃ ସଭାପତି ପଦ ପାଇଁ ଏବିଭିପି ତରଫରୁ ବିକାଶ ପଟେଲ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କୁ ୧୪୪୭ ଭୋଟ ମିଳିଥଥିଲା । ତାଙ୍କୁ ବାମ ଛାତ୍ର ସଂଗଠନର ଅଦିତି ମିଶ୍ରା ୧୮ ଶହ ଭୋଟରେ ପରାଜିତ କରିଛନ୍ତି । ସେହିଭଳି ଉପସଭାପତି ପଦରେ ଗୋପିକା ବାବୁ ଓ ସାଧାରଣ ସମ୍ପାଦକ ପଦରେ ସୁନିଲ ଯାଦବ ବିଜୟୀ ହୋଇଛନ୍ତି । ଯୁଗ୍ମ ସମ୍ପାଦକ ପଦରେ ଦାନିଶ ଅଲ୍ଲୀ ବିଜୟୀ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *