ବିଦ୍ୟାଭବନ ଭୁବନେଶ୍ୱର //ଓଡ଼ିଶା ଗଠନରେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଭୂମିକାକୁ ଦେଖି ମୃତ୍ୟୁ ପୂର୍ବରୁ ୧୯୩୪ରେ ଉତ୍କଳ ଗୌରବ ମଧୁସୂଦନ ଦାସ କହିଲେ-‘ମୁଁ ମଲା ପରେ ନୀଳକଣ୍ଠ ରହିବ, ଓଡ଼ିଶାର ସବୁ କାର୍ଯ୍ୟ କରିବ, ତାକୁ ଧରି ତୁମେ ସମସ୍ତେ ଚଳିବ।ଏବେ ପିଲାଏ କେବଳ ମୋବାଇଲ ଧରୁଛନ୍ତି, ଟିଭି ବି ଦେଖୁନାହାନ୍ତି- ଅମିୟ ଭୂଷଣ ତ୍ରିପାଠୀ, ପୂର୍ବତନ ଡିଜିପି

Spread the love

ଭାରତୀୟ ବିଦ୍ୟା ଭବନ, ଭୁବନେଶ୍ୱର: ଏବେ IRC (Indian Road Congress) ହେଉଛି। ସିଭିଲ ଇଂଜିନିୟରମାନେ ରାସ୍ତା କରୁଛନ୍ତି, ପୋଲ କରୁଛନ୍ତି, ହେଲେ ସେଠାକୁ Superintendenting Engineer, Executive Engineer ପ୍ରାୟ ଯାଉନାହାନ୍ତି। କେବଳ Overseers ମାନେ ଯାଉଛନ୍ତି-

ଅମିୟ ଭୂଷଣ ତ୍ରିପାଠୀ, Ex-DGP
ଓଡ଼ିଶା ଗଠନରେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଭୂମିକାକୁ ଦେଖି ମୃତ୍ୟୁ ପୂର୍ବରୁ ୧୯୩୪ରେ ଉତ୍କଳ ଗୌରବ ମଧୁସୂଦନ ଦାସ କହିଲେ-
‘ମୁଁ ମଲା ପରେ ନୀଳକଣ୍ଠ ରହିବ, ଓଡ଼ିଶାର ସବୁ କାର୍ଯ୍ୟ କରିବ, ତାକୁ ଧରି ତୁମେ ସମସ୍ତେ ଚଳିବ।’

*୧୯୩୬ରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହେଲା
*୧୯୩୭ରେ ନୀଳକଣ୍ଠଙ୍କ ନେତୃତ୍ୱରେ କଂଗ୍ରେସ ଓଡ଼ିଶାରେ ବିଜୟୀ ହେଲା। ଅବଶ୍ୟ ସେତେବେଳେ ତାଙ୍କୁ ମୁଖ୍ୟମନ୍ତ୍ରୀ (ପ୍ରଧାନମନ୍ତ୍ରୀ) କରାନଯାଇ ବିଶ୍ୱନାଥ ଦାସଙ୍କୁ କରାଗଲା।

କିଛି ବର୍ଷ ଭିତରେ କେବଳ ଭୁବନେଶ୍ୱରର ବିକାଶ ହୋଇନାହିଁ, ସାରା ଭାରତରେ ଅଧିକାଂଶ ସହରରେ ଏଭଳି ବିକାଶ ହୋଇଛି। ତୁଳନା ସେଭଳି ହେବା ଉଚିତ।

ଏବେ ନୀଳକଣ୍ଠ ଦାସଙ୍କ ଶ୍ରାଦ୍ଧ ସଭାକୁ କୌଣସି ମିଡ଼ିଆ କଭରେଜ ପାଇଁ ନ ଆସିବା ବଦଳୁଥିବା ସମୟକୁ ଦର୍ଶାଉଛି।
ଆମେ ଯୁବକ ବେଳେ ଅନୁସନ୍ଧିସ୍ଛୁ ଥିଲୁ। ଏବେ ପିଲାଏ କେବଳ ମୋବାଇଲ ଧରୁଛନ୍ତି, ଟିଭି ବି ଦେଖୁନାହାନ୍ତି- ଅମିୟ ଭୂଷଣ ତ୍ରିପାଠୀ, ପୂର୍ବତନ ଡିଜିପି

Leave a Reply

Your email address will not be published. Required fields are marked *