Spread the love

ବଡ଼ବିଲ ପୋଲିସ ପାଳନ କଲା ରାଷ୍ଟୀୟ ଏକତା ଦିବସ।

ଦର୍ଶନ ସମୀକ୍ଷା, ବଡ଼ବିଲ
ବୁଧ ବାର ଦିନ ବଡ଼ବିଲ ପୋଲିସ ପାଳନ କରିଛି ରାଷ୍ଟୀୟ ଏକତା ଦିବସ। ଲହୋ ପୁରଷ ସ୍ବର୍ଗତ ଶ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ଏକ ଶହ ପଚାଶ ତମ ଜନ୍ମବାର୍ଷିକ ଉତ୍ସବ ପାଳନକୁ ଆଖି ଆଗରେ ରଖୀ ଜିଲ୍ଲା ପୋଲିସ ଙ୍କ ନିର୍ଦେଶ ରେ ବଡ଼ବିଲ ପୋଲିସ ବଡ଼ବିଲ ସୋୟାବାଲି ସ୍ଥିତ ଜିନ୍ଦଲ ବିଦ୍ୟାଳୟ ଓ ସରସ୍ବତୀ ଶିଶୁମନ୍ଦିର ରେ ‘ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଏକତା ନୀତି ଆଦର୍ଶ ନୁହେଁ, ବାସ୍ତବ ମୂଳକ ଥିଲା,’ ଉପରେ ବକ୍ତୃତା ପ୍ରତିଯୋଗିତା ପିଲା ମାନଙ୍କ ମଧ୍ୟରେ ରଖା ଯାଇଥିଲା ଏହି କାର୍ଯ୍ୟକ୍ରମ ରେ ସ୍କୁଲ ଶତାଧିକ ଛାତ୍ର ଛାତ୍ରୀ ଅଅଂଶ ଗ୍ରହଣ କରିବା ଶହ ଏହି କାର୍ଯ୍ୟକ୍ରମ ରେ ସଡିପିଓ ଶ୍ରୀ ଦେବେନ୍ଦ୍ର ନାଥ ପିଙ୍ଗୁଆ ବଡ଼ବିଲ ଥାନା ଅଧିକାରୀ ଶ୍ରୀ ଅଶୋକ କୁମାର ନୟାକ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହିଥିଲେ। ଏବଂ ଆସନ୍ତା 31-10-2025 ଏକତା ପଦଯାତ୍ରା ବଡ଼ବିଲ ଇଣ୍ଡୋର ଷ୍ଟାଡିଅମ ଠାରୁ ବିକାଶ ମହଲ ପ୍ରଯ୍ୟନ୍ତ କରାଯିବ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *