ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସଭାସ୍ଥଳରେ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ

ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତି ଆମ ପାଇଁ ଗୌରବର ବିଷୟ
- ଏହି ସେବା ପର୍ବ ୫୦ ବର୍ଷ ହେଲା ଦେଶପାଇଁ ସମର୍ପଣ ଭାବ
- ପହେଲଗାମ ପରବର୍ତ୍ତୀ ଅପରେସନ ସିନ୍ଦୂରରେ ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ
- ମା’ ପାଇଁ ଗଛଟିଏ ଆହ୍ବାନରେ ଓଡ଼ିଶାବାସୀ ସାମିଲ ହୋଇଛନ୍ତି
- ଲକ୍ଷ୍ୟ ୭୫ ଲକ୍ଷ ଗଛ ଲଗାଇବା ଥିଲା, ଦିନକରେ ଦେଢ଼ କୋଟି ଲଗାଇଲୁ
- GST ସଂସ୍କାର ଓଡ଼ିଶା ପାଇଁ ପୂଜା ଭେଟି ସଦୃଶ ହୋଇଛି
- ଆପଣଙ୍କ ନେତୃତ୍ବରେ ୧୧ ବର୍ଷର ଶାସନରେ ଦେଶ ଶିଖରରେ ପହଞ୍ଚିଛି
- ୨୦୪୫ ସୁଦ୍ଧା ଭାରତକୁ ବିକଶିତ ଭାରତ କରିବା ଆହ୍ବାନ ସହ ସାମିଲ ହୋଇଛୁ
- ଓଡ଼ିଶାର କର୍ମଠ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ- ପ୍ରଧାନମନ୍ତ୍ରୀ ମୋଦୀ
ମୋହନ ଚରଣ ମାଝୀ ଅନେକ ପ୍ରଶଂସନୀୟ କାର୍ଯ୍ୟ କରୁଛନ୍ତି-ପ୍ରଧାନମନ୍ତ୍ରୀ ମୋଦୀ
ଆମେ ସିମେଣ୍ଟରେ GST (୨୮%ରୁ ୧୮%କୁ) କମାଇଲୁ! ହିମାଚଳରେ କଂଗ୍ରେସ ସରକାର ଟିକସ (ବସ୍ତା ପ୍ରତି ₹୫ଟଙ୍କା) ଯୋଡ଼ି ଟ୍ରେଜେରି ଭରିଲା-ପ୍ରଧାନମନ୍ତ୍ରୀ ମୋଦୀ

୨୨ ତାରିଖ ପରେ ହିମାଚଳ ପ୍ରଦେଶରେ ୫୦ କେଜି ସିମେଣ୍ଟ ବସ୍ତା ₹୩୫ରୁ ₹୪୦ଟଙ୍କା ଖସିଥିଲା
ମାତ୍ର ଦିନକ ପରେ ରାଜ୍ୟ କଂଗ୍ରେସ ସରକାର ରାସ୍ତା ବୁହା ଟିକସ ( CGCR) ₹୧୧କୁ ₹୧୬ ଟଙ୍କା କରିଦେଲା
- ACC Gold: Rs 440 to Rs 445 per bag
- Ultratech Cement: Rs 390 to Rs 395
Leave a Reply