ରାଉରକେଲା //ଅପରେସନ ସିନ୍ଦୂରର ସଫଳତାରେ ଭାରତର ବୀର ସୈନିକ ମାନଙ୍କ ସୋର୍ଯ୍ୟକୁ ସମ୍ମାନ ଦେବା ଓ ଆତଙ୍କବାଦ ବିରୁଦ୍ଧରେ ଦେଶର ପ୍ରତିବଦ୍ଧତାକୁ ପ୍ରଦର୍ଶନ କରିବା ଉଦ୍ଦେଶ୍ୟରେ ଆଜି ରାଉରକେଲା ଏବଂ ରଘୁନାଥପଲ୍ଲୀ ବିଜେପି ତରଫରୁ ତ୍ରିରଙ୍ଗା ବାଇକ ଶୋଭାଯାତ୍ରା ରାଉରକେଲାର ବିଶ୍ରା ଛକ ଠାରୁ ଆରମ୍ଭ ହୋଇ ଥିଲା । ଏହି ପରାକ୍ରମ ରାଲିରେ ଆମ ସମସ୍ତଙ୍କ ପ୍ରିୟ ନେତା ମାନ୍ୟବର ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀଯୁକ୍ତ ଜୁଏଲ ଓରାମ ଯୋଗ ଦେଇ ଶୋଭାଯାତ୍ରାରେ ଶୁଭାରମ୍ଭ କରିଥିଲେ ।

Spread the love

ଭାରତୀୟ ଜନତା ପାର୍ଟି
ରାଉରକେଲା ସାଂଗଠନିକ ଜିଲ୍ଲା
ରାଉରକେଲା

ଅପରେସନ ସିନ୍ଦୂରର ସଫଳତା ଓ ଆତଙ୍କବାଦ ବିରୁଦ୍ଧରେ ଦେଶର ପ୍ରତିବଦ୍ଧତାକୁ ତ୍ରିରଙ୍ଗା* ବାଇକ ଶୋଭାଯାତ୍ରା ଜରିଆରେ ପ୍ରଦର୍ଶନ

ରାଉରକେଲା। ତା ୧୭.୦୫.୨୦୨୫ । (ଦର୍ଶନ ସମୀକ୍ଷା )ସସ୍ମିତା ପ୍ରଧାନ
ଅପରେସନ ସିନ୍ଦୂରର ସଫଳତାରେ ଭାରତର ବୀର ସୈନିକ ମାନଙ୍କ ସୋର୍ଯ୍ୟକୁ ସମ୍ମାନ ଦେବା ଓ ଆତଙ୍କବାଦ ବିରୁଦ୍ଧରେ ଦେଶର ପ୍ରତିବଦ୍ଧତାକୁ ପ୍ରଦର୍ଶନ କରିବା ଉଦ୍ଦେଶ୍ୟରେ ଆଜି ରାଉରକେଲା ଏବଂ ରଘୁନାଥପଲ୍ଲୀ ବିଜେପି ତରଫରୁ ତ୍ରିରଙ୍ଗା ବାଇକ ଶୋଭାଯାତ୍ରା ରାଉରକେଲାର ବିଶ୍ରା ଛକ ଠାରୁ ଆରମ୍ଭ ହୋଇ ଥିଲା । ଏହି ପରାକ୍ରମ ରାଲିରେ ଆମ ସମସ୍ତଙ୍କ ପ୍ରିୟ ନେତା ମାନ୍ୟବର ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀଯୁକ୍ତ ଜୁଏଲ ଓରାମ ଯୋଗ ଦେଇ ଶୋଭାଯାତ୍ରାରେ ଶୁଭାରମ୍ଭ କରିଥିଲେ । ସେ ଏକ ସୁସଜ୍ଜିତ ଖୋଲା ଭେନରେ ଚଢ଼ି ଏହି ଯାତ୍ରାର ମୁଖ୍ୟ ଆକର୍ଷଣ ଥିଲେ । ତାଙ୍କ ସହିତ ମାନ୍ୟବର ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ, ରାଜ୍ୟ ମୁଖପାତ୍ର ଧିରେନ୍ ସେନାପତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗବନ୍ଧୁ ବେହେରା ଓ ପ୍ରମିଳା ଦାସ, ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ, ଶଶାଙ୍କ ଶେଖର ଜେନା , ପଦ୍ମିନୀ ପାଣିଗ୍ରାହୀ , ଗୁରିନ୍ଦର ସିଂ, ମନୋଜ ମାହେଶ୍ୱରୀ ଉପସ୍ଥିତ ଥିଲେ । ଶ୍ରୀଯୁକ୍ତ ଜୁଏଲ ଓରାମ ଓ ଦୁର୍ଗା ଚରଣ ତନ୍ତୀ ରାସ୍ତାର ଦୁଇ କଡ଼ରେ ଠିଆ ହୋଇ ତ୍ରିରଙ୍ଗା ଯାତ୍ରାକୁ ସ୍ଵାଗତ ଜଣାଉ ଥିବା ଜନତାଙ୍କୁ ହାତଯୋଡି ସମ୍ମାନ ଜଣାଉ ଥିଲେ ଓ ଜନତାଙ୍କୁ ଏହି ଯାତ୍ରାର ଉଦ୍ଦେଶ୍ୟ ଜଣାଇ ଥିଲେ । ଏହି ବାଇକ୍ ରାଲୀ ଵିଶ୍ରା ଛକ ଠାରୁ ବାହାରି ରାଉରକେଲା ମୁଖ୍ୟ ରାସ୍ତା ଦେଇ, ଉଡ଼ିତନଗ ଆଂବେଦକର ଛକ, ଦେଇ ପାନପୋଷ ଛକ ଠାରେ ପହଞ୍ଚି ଥିଲା ।ଏହି ଯାତ୍ରାରେ ବିଜେପି କାର୍ଯ୍ୟକର୍ତ୍ତା, କର୍ମୀ, ବିଭିନ୍ନ ସଙ୍ଗଠନ, ସାଧାରଣ ଜନତା ସାମିଲ ହୋଇ ଥିଲେ । ଏହି ଯାତ୍ରାରେ ସର୍ବଶ୍ରୀ ମୂରଲୀଧର ଗୌଡ଼, ନୃସିଂହ ଜେନା, ଅଶୋକ ହାଲୱାଇ, ବାବୁ ଭାଇ, ହୁର୍ସି ପ୍ରଧାନ, ଅମରେନ୍ଦ୍ର ଶର୍ମା, ଶୁକଦେବ ପ୍ରଧାନ ଭ୍ରମରବର ବେହେରା , ଅଶୋକ ଲେଙ୍କା, ମନୋରଞ୍ଜନ ମୁନି, ଦିଲ୍ଲୀପ ପଟ୍ଟନାୟକ, ଭବାନୀ କବି, ଜୟ କିରଣ ଖାଲୋକେ।, ସରୋଜ ଦାସ, ଜଗବନ୍ଧୁ ସାହୁ, ପରୀକ୍ଷିତ ସାହୁ, ସତ୍ୟପ୍ରିୟ ସାହୁ, କୈଳାଶ ରାଉତ, ଅବୋଧ ରାୟ, ସନ୍ତୋଷ ବିରାଟ, ଗୌତମ ଭଗତ, ରାଜକିଶୋର ଭଞ୍ଜ, ବିମଳ ବିଶି, ପ୍ରଣତାପ୍ ଦାସ, ଅଜୟ କଂସାରୀ, ପରେଶ୍ ମିଶ୍ର, ଓମ ପ୍ରକାଶ ଖଣ୍ଡେଲୱାଲ , ରିତା ସିଂ, କମଳା ବାରିକ, ଆଲୋକ ନାୟକ, ଦେବେନ୍ଦ୍ର ବୀର ଗଣ୍ଠିଆ, ପ୍ରଶାନ୍ତ କୁମାର ପଣ୍ଡା, ପ୍ରଭାକର ସାହୁ, ସନ୍ଦୀପ ଅଗ୍ରୱାଲ, ବାଳକୃଷ୍ଣ ପାଣିଗ୍ରାହୀ, ସୁଶୀଳା ଶର୍ମା, ପ୍ରକାଶ ପାସୱାନ,vସଂଗୀତା କିସ୍ ପଟା, ଗୌତମ ବାଡ଼ା, ସୁଶାନ୍ତ ମହାପାତ୍ର, ଦୀପକ କୁମାର ସାହୁ, କେଦାର ପ୍ରିୟଦର୍ଶୀ, ଭାରତ ଦତ୍ତ ବିଶ୍ଵକର୍ମା, ଜନ ନାୟକ ଆଦି ସହସ୍ରାଧିକ ଉପସ୍ଥିତ ଥିଲେ । ପରିଶେଷରେ ଶ୍ରୀ ଓରାମ ଉଦବୋଧନ ଦେବାସହିତ ସମସ୍ତଙ୍କୁ ଧନ୍ୟବାଦ୍ ଜଣାଇ ଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇ ଛନ୍ତି।

Leave a Reply

Your email address will not be published. Required fields are marked *