ଧର୍ମ ପରାୟଣ ମହିଳାଙ୍କ ପରଲୋକ
ବାଲିପାଟଣା ବ୍ଲକ ଗାରେଡ଼ି ପାଞ୍ଚଣ ଗ୍ରାମର ସ୍ୱର୍ଗତ ଶରତ ଚନ୍ଦ୍ର ସେନାପତି ଙ୍କ ପତ୍ନୀ ଶ୍ରୀମତୀ ସୁଚିତ୍ରା ସେନାପତି ଗତ ମଙ୍ଗବାର ତା 9/9/25 ରିଖ ଦିନମୃତ୍ୟୁ ବରଣ କରି ଛନ୍ତି ।
ମୃତ୍ୟୁ ବେଳକୁ ତାଂକୁ 75ବର୍ଷ ବୟସ ହୋଇଥିଲା ।ସେ ଜଣେ ଧର୍ମ ପରାୟଣ , ସ୍ପଷ୍ଟ ବାଦି ଓ ମାତୃ ବାତ୍ସଲ୍ୟ ମହିଳା ଥିଲେ । ତାଙ୍କର ବିୟୋଗ ରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା ।
Leave a Reply