ବଡ଼ ଖବର//କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ ଜରିମୂଳ ଅଞ୍ଚଳରେ ଏକ ବିରାଟକାୟ କୁମ୍ଭୀରକୁ ଦେଖାଯିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି-ରତ୍ନାକର ପରିଡା କେନ୍ଦ୍ରାପଡ଼ା

Spread the love

କେନ୍ଦ୍ରାପଡ଼ା :ଦର୍ଶନ ସମୀକ୍ଷା

ରାଜନଗର ଜରିମୂଳରେ କୁମ୍ଭୀର ଆତଙ୍କ
କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ ଜରିମୂଳ ଅଞ୍ଚଳରେ ଏକ ବିରାଟକାୟ କୁମ୍ଭୀରକୁ ଦେଖାଯିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।

ଜରିମୂଳ ବଜାର ନିକଟସ୍ଥ କେନାଲରେ ଏହି କୁମ୍ଭୀରଟି ଦୀର୍ଘ ଦିନ ଧରି ଚଳପ୍ରଚଳ କରୁଥିବା ଦେଖାଯାଇଛି। ଏହାର ଉପସ୍ଥିତି ଯୋଗୁଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *