ବଡ଼ବିଲ //ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଶିଶୁ ବାଟିକା ବିଭାଗରେ ଏକ ମାତୃକର୍ମଶାଳାର ଆୟୋଜନ କରାଯାଇଥିଲା ।ବନ୍ଦନା କାର୍ଯ୍ୟକ୍ରମରେ ପ୍ରଧାନଆଚାର୍ଯ୍ୟ ବିପିନବିହାରୀ ଖଣ୍ଡାଇ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ।

Spread the love

ତା ୧୪.୦୯.୨୫
ବଡବିଲ :=ଦର୍ଶନ ସମୀକ୍ଷା

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରଶିଶୁ ବାଟିକା ବିଭାଗରେ ଏକ ମାତୃକର୍ମଶାଳାର ଆୟୋଜନକରାଯାଇଥିଲା ।
ବନ୍ଦନା କାର୍ଯ୍ୟକ୍ରମରେ ପ୍ରଧାନଆଚାର୍ଯ୍ୟ
ବିପିନବିହାରୀ ଖଣ୍ଡାଇ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ।
ଯୋଡା ବ୍ଲକ CRC ଶ୍ରୀଯୁକ୍ତ ଦୁଃଖବନ୍ଧୁ ମିଶ୍ର ମାତୃ କର୍ମଶାଳାର ଆଭିମୁଖ୍ୟ ସମ୍ବନ୍ଧରେ ଉଦବୋଧନ ଦେଇଥିଲେ । ସଂକୁଳ ଶିଶୁବାଟିକା ପ୍ରମୁଖ ଅନୀତା ନାୟକ ଅତିଥିଙ୍କ
ପରିଚୟ ପ୍ରଦାନ କରିଥିଲେ । ମୋଟ ୭୫ ଜଣ ମାଆ ଉପସ୍ଥିତ ଥିଲେ । ଆଚାର୍ଯ୍ଯ ନମିତା ମହାନ୍ତ, ମନ୍ଦାକିନୀ ବାରିକ, ଚିନ୍ମୟୀ ପାଣିଗ୍ରାହୀ,ସ୍ନେହ ମଞ୍ଜରୀ ଦାଶ,ରାଜଲକ୍ଷ୍ମୀ
ଲେଙ୍କା,ନନ୍ଦିନୀ ମହାନ୍ତ,କାଜଲ ଠାକୁର,ପ୍ରିୟମ୍ବଦା ପ୍ରଧାନ,
ଆଚାର୍ଯ୍ଯ ଆଚାର୍ଯ୍ୟା ବିଭିନ୍ନ କାଳାଂଶ ନେଇଥିଲେ ଯଥା –
ଶାରୀରିକ,ବୌଦ୍ଧିକ,ଭାଷା ବିକାଶ,ବିଜ୍ଞାନ ପ୍ରୟୋଗ ଆଦି
ପ୍ରାୟୋଗିକ ନମୁନା ପ୍ରଦର୍ଶନ କରାଯାଇଥିଲା ।ଶେଷରେ
ବିଭିନ୍ନ ପ୍ରତିଯୋଗିତାର ପୁରସ୍କାର ପ୍ରଦାନ କରାଯାଇଥିଲା ।
ଶେଷରେ ସ୍ମାଟ୍ ବୋର୍ଡ ମାଧ୍ୟମରେ ଶିଶୁଙ୍କର ବିଭିନ୍ନ
କ୍ରିୟାକଳାପ ଗୁଡିକ ମାଆମାନଙ୍କୁ ଦେଖାଯାଇଥିଲା ।

Leave a Reply

Your email address will not be published. Required fields are marked *