ବଡ଼ବିଲ ରେ ପାଳିତ ହେଲା ବିଶ୍ୱ ହସ୍ତୀ ଦିବସ.
ତା-12-8-2025
ଦର୍ଶନ ସମୀକ୍ଷା, ବଡ଼ବିଲ
କେନ୍ଦୁଝର ବନଖଣ୍ଡ ଅଧିକାର ଙ୍କ ନିର୍ଦେଶ ରେ ଆଜି ବଡ଼ବିଲ ବାନାଞ୍ଚଳ ରେ ପାଳିତ ହସ୍ତୀ ଦିବସ ବଡ଼ବିଲ ରେ ଥିବା ପୌରପାଳିକା ଉଚ୍ଚ ବିଦ୍ୟାଳୟ ଓ ନୋଡାଲ ପ୍ରାଥମିକ ବିଦ୍ୟାଳୟ ରେ ହାତୀ ଗତି ଵିଧି ଓ ହାତୀ ଠାରୁ ନିଜକୁ କିପରି ରକ୍ଷା କରିବା ଉପରେ ପିଲା ମାନଂକୁ ବୁଝା ଯାଇଥିଲା

ଓ ପରେ ତାହାରି ଉପରେ ଏକ କୁଇଜ କରଯାଇ ପିଲାମାନଙ୍କୁ ପୁରସ୍କୃତ କରାଯାଇଥିଲା ଏହି କାର୍ଯ୍ୟକ୍ରମ ରେ ବଡ଼ବିଲ ପୌରାଞ୍ଚଳ ର ନଗରପାଳ ଶ୍ରୀ ଲଖଣ ମହାନ୍ତ ଉପ ନଗରପାଳିକା ସରସ୍ବତୀ ନାୟକ ସାତ ମ୍ବର ୱାର୍ଡ ର କଉଁସିଲର ଧର୍ମେନ୍ଦ୍ର ମହାନ୍ତ ଉପସ୍ଥିତ ରହି ଥିଲେ ଓ ବଡ଼ବିଲ ରେଞ୍ଜର ଶ୍ରୀ ସଂଜୀବ ରାଉତ ଏହାକୁ ପରିଚାଳନା କରିଥିଲେ ପିଲାମାନ ଙ୍କ ଦ୍ୱାରା ମା ପାଇଁ ଗଛ ଟିଏ ଲଗାଯାଇଥିଲା.
Leave a Reply