ଜଗନ୍ନାଥ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ଼ କମ୍ପାନୀ ଦ୍ୱାରା ଡେଙ୍ଗୁ ନିରକାରଣ ଅଭିଯାନ।
ଦର୍ଶନ ସମୀକ୍ଷା ବଡ଼ବିଲ
ତା -12-07-2025
ଡେଙ୍ଗୁ ଓ ମ୍ୟାଲେରୀୟା ନିରାକଣ ପାଇଁ ନେଇ ସଚେତନ କରାଜ୍ୟକ୍ରମ ବଡ଼ବିଲ ର ଆଠ ନମ୍ବର ୱାର୍ଡ ରୁ ଆରମ୍ଭ କରାଯାଇଛି। ଜଗନ୍ନାଥ ଷ୍ଟିଲ ଆଣ୍ଡ ପାୱାର ଲିମଟେଡ଼ କମ୍ପାନୀ ଓ ବଡ଼ବିଲ ନଗର ପାଳିକା ର ମିଳିତ ସହଯୋଗ ରେ କରାଯାଇଥିଲା ଏହି କାର୍ଯ୍ୟକ୍ରମ ସମାଜ ସେବି ବିଜୟୀ କୁମାର ମହାନ୍ତି ଓ କାଉନସିଲର ଗୁରୁଚରଣ ମହାନ୍ତ ଓ କମ୍ପାନୀ ଅଧିକାରୀ ମହିଳା ସମିତି ପ୍ରତିନିଧି ଉପସ୍ଥିତ ରେ ଶୁଭ ଆରମ୍ଭ କରାଯଇଥିଲା। ମାଗଣା ଔଷଧ ମଶା ଧୂଁଆ ସହିତ ସତର୍କ ରହିବାକୁ ଡାକବାଜି ଯନ୍ତ୍ର ଦ୍ୱାରା ସଚେତନ କରାଯାଇଥିଲା।
ବଡ଼ବିଲ //ଡେଙ୍ଗୁ ନିରାକରଣ ପାଇଁ ଜଗନ୍ନାଥ ଷ୍ଟିଲ ଆଣ୍ଡ ପାୱାର ଲିମଟେଡ଼ କମ୍ପାନୀ ଓ ବଡ଼ବିଲ ନଗର ପାଳିକା ର ମିଳିତ ସହଯୋଗ ରେ କରାଯାଇଥିଲା ଏହି କାର୍ଯ୍ୟକ୍ରମ ସମାଜ ସେବି ବିଜୟୀ କୁମାର ମହାନ୍ତି ଓ କାଉନସିଲର ଗୁରୁଚରଣ ମହାନ୍ତ ଓ କମ୍ପାନୀ ଅଧିକାରୀ ମହିଳା ସମିତି ପ୍ରତିନିଧି ଉପସ୍ଥିତ ରେ ଶୁଭ ଆରମ୍ଭ କରାଯଇଥିଲା

Leave a Reply