ଘେରାଉ //ବିଜୁ ଜନତା ଦଳ ତରଫରୁ “ବିଧାନସଭା ଘେରାଉ ” ଗଞ୍ଜାମ ଜିଲ୍ଲାର ସମସ୍ତ ପୂର୍ବତନ ଵିଧାୟିକା ଓ ବିଧାୟକ ବୃନ୍ଦ, ନିର୍ବାଚ଼ିତ ଅଧ୍ୟକ୍ଷ ,ଉପାଧ୍ୟକ୍ଷ , ଜିଲ୍ଲା ପରିଷଦ ସଦସ୍ୟା/ସଦସ୍ୟ, ସମସ୍ତ କର୍ପୋରେଟର, ସମସ୍ତ ସମିତି ସଭ୍ୟା/ସଭ୍ୟ ,ସରପଞ୍ଚ,ବିଜୁ ମହିଳା ଯୁବ,ଛାତ୍ର, ଦଳର ସମସ୍ତ ସଦସ୍ୟ ଓ ଦଳର ବରିଷ୍ଠ ନେତାମାନଙ୍କୁ ନିବେଦନ ଆସନ୍ତା ତା:୨୩/୦୯/୨୫ ରିଖ ଭୁବନେଶ୍ୱର ଯାଇ ସତ୍ୟ ର ଏହି ଲଡେଇ କୁ ସଫଳ କରିବା -ବିକ୍ରମ କୁମାର ପଣ୍ଡା ପୂର୍ବତନ ବିଧାୟକ

Spread the love

ପଞ୍ଚାୟତ ବ୍ୟବସ୍ଥାରେ ଜନ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ, ଚାଷୀଙ୍କୁ ସାର, ଡ଼ବଲ ଇଂଜିନ ସରକାର ସବୁ କ୍ଷେତ୍ରରେ ବିଫଳତା ପ୍ରତିବାଦରେ

ଆସନ୍ତା ତା:୨୩/୯/୨୫-=(ଦର୍ଶନ ସମୀକ୍ଷା) ମଙ୍ଗଳବାର ଦିନ ବିଜେଡି ସୁପ୍ରିମୋ ତଥା ମାନ୍ୟବର ବିରୋଧି ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଧେଶରେ ବିଜୁ ଜନତା ଦଳ ତରଫରୁ “ବିଧାନସଭା ଘେରାଉ ” କରାଯିବ। ଏଣୁ ଗଞ୍ଜାମ ଜିଲ୍ଲାର ସମସ୍ତ ପୂର୍ବତନ ଵିଧାୟିକା ଓ ବିଧାୟକ ବୃନ୍ଦ, ନିର୍ବାଚ଼ିତ ଅଧ୍ୟକ୍ଷ ,ଉପାଧ୍ୟକ୍ଷ , ଜିଲ୍ଲା ପରିଷଦ ସଦସ୍ୟା/ସଦସ୍ୟ, ସମସ୍ତ କର୍ପୋରେଟର, ସମସ୍ତ ସମିତି ସଭ୍ୟା/ସଭ୍ୟ ,ସରପଞ୍ଚ,ବିଜୁ ମହିଳା ଯୁବ,ଛାତ୍ର, ଦଳର ସମସ୍ତ ସଦସ୍ୟ ଓ ଦଳର ବରିଷ୍ଠ ନେତାମାନଙ୍କୁ ନିବେଦନ ଆସନ୍ତା ତା:୨୩/୦୯/୨୫ ରିଖ ଭୁବନେଶ୍ୱର ଯାଇ ସତ୍ୟ ର ଏହି ଲଡେଇ କୁ ସଫଳ କରିବା |

   ଧନ୍ୟବାଦ ସହ

ବିକ୍ରମ କୁମାର ପଣ୍ଡା,
ପୂର୍ବତନ ବିଧାୟକ ବ୍ରହ୍ମପୁର ତଥା ବିଜୁ ଜନତା ଦଳ ଗଞ୍ଜାମ ଜିଲ୍ଲା ସଭାପତି

Leave a Reply

Your email address will not be published. Required fields are marked *