ଶହୀଦ ଯବାନଙ୍କ ସ୍ମୃତିରେ ନିମନ୍ତେ ବାଇକ୍ ଶୋଭାଯାତ୍ରା ପାଇଁ ପ୍ରସ୍ତୁତି ବୈଠକ।
ହିଞ୍ଜିଳି:ଶହୀଦ ଯବାନଙ୍କ ସ୍ମୃତିରେ ବାଇକ ଶୋଭାଯାତ୍ରା କରାଯିବା ନିମନ୍ତେ ଆଜି ହିଞ୍ଜିଳିକାଟୁ ପୌରପରିଷଦ ସଭାଗୃହ ରେ ପୈାରପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଯୁବୁଲି ଚରଣ ବେହେରା ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ହିଞ୍ଜିଳିକାଟୁ ଵିଡିଓ ସୁଶ୍ରୀ ସାଗରିକା ଷଡ଼ଙ୍ଗୀ ଙ୍କ ସହ ପୈାରପରିଷ ର ସମସ୍ତ କାଉନସିଲ ର ଓ କର୍ମଚାରୀମାନେ ଉପସ୍ଥିତ ରହିଆସିଥିଲେ। ରବିବାର ୮ଘଣ୍ଟ ସମୟରେ ହିଞ୍ଜିଳିକାଟୁ ପୌରପରିଷଦ ର ସମସ୍ତ ୱାର୍ଡ କୁ ବାଇକ ଶୋଭାଯାତ୍ରା କରାଯିବାର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ଜଣାପଡିଛି।
Leave a Reply