ଓଏଏସ୍ ସୌମ୍ୟରଞ୍ଜନଙ୍କୁ ବିଜେଡ଼ି ପକ୍ଷରୁ ସମ୍ବର୍ଦ୍ଧନା
ଖଜୁରିଆକଟା – ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ନିର୍ବାଚନ ମଣ୍ଡଳୀନେତା ଢେଙ୍କାନାଳ ପ୍ରାକ୍ତନ ସାଂସଦ ମହେଶ ସାହୁଙ୍କ ପରାମର୍ଶ କ୍ରମେ ହିନ୍ଦୋଳ ଏନଏସି ୱାର୍ଡ ନମ୍ୱର -୬ ର ଓଏଏସ ପାଇଥିବା ସୌମ୍ୟରଞ୍ଜନ ବେହେରାଙ୍କୁ ବିଜୁ ଜନତାଦଳ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି। ହିନ୍ଦୋଳ ବିଜୁଜନତା ଦଳର ଏନଏସି ଅଧକ୍ଷ କେଶବ ଚନ୍ଦ୍ର ପ୍ରଧାନ , ଉପାଧ୍ୟକ୍ଷା ପ୍ରତିମା ରାଉତ , କାଉନସିଲର ଅନୁପମା ସାହୁ,ବିଷ୍ଣୁପ୍ରିୟା ନାଏକ, ଶୁଭଲଷ୍ମୀ ଦେହୁରୀ, ସୁମତି ଦେହୁରୀ, ରିତାରାଣୀ ବେହେରା,ହିନ୍ଦୋଳ ଏନଏସି ଆବହାକ ପ୍ରଦ୍ୟୁମ୍ନ ବେହେରା, ପୂର୍ବତନ କାଉନସିଲର ରମେଶ ସାହୁ , ହିନ୍ଦୋଳ ଏନଏସି ଯୁବ ନେତା ବିଜୟ ବେହେରା ଓ ପୂର୍ଣ୍ଣଚନ୍ଦ୍ର ନାଠୀ,କୈଳାଶ ବେହେରା, ପିଙ୍କୁନ ସାହୁ, ଶ୍ରୀକାନ୍ତ ମହାପାତ୍ର ପ୍ରମୁଖ ଯାଇ ଶୁଭେଚ୍ଛା ଜଣାଇବା ସହ ମହେଶ ସାହୁଙ୍କ ଶୁଭେଚ୍ଛା ବାର୍ତ୍ତା ମଧ୍ଯ ସୌମ୍ୟରଞ୍ଜନ ଙ୍କୁ ଜାଣାଇଥିଲେ ଓ ଆଗାମୀ ଦିନରେ ମହେଶ ସାହୁ ସୌମ୍ୟରଞ୍ଜନ ଙ୍କୁ ଭେଟିବେ ବୋଲି ବିଜୁ ଜନତା ଦଳର ଆଗ ଧାଡ଼ିର କର୍ମକର୍ତ୍ତା ମାନେ କହିଥିଲେ !
Leave a Reply