କେନ୍ଦ୍ରାପଡ଼ା // ଚାନ୍ଦୋଳ ନିକଟରେ ଶ୍ରୀ ଜଗନ୍ନାଥ ମଣ୍ଡପ ଓ ଗେଷ୍ଟ ହାଉସର ପ୍ରତିଷ୍ଠା ଦିବସ ବୁଧବାର ଅନୁଷ୍ଠିତ ହୋଇ ଯାଇଛି -ରତ୍ନାକର ପରିଡା ଦର୍ଶନ ସମୀକ୍ଷା କେନ୍ଦ୍ରାପଡ଼ା

Spread the love

କେନ୍ଦ୍ରାପଡ଼ା, କଟକ ଚାନ୍ଦବାଲି ରାସ୍ତା ପାର୍ଶ୍ୱରେ ସଲାର ମଠ ଛକ, ଚାନ୍ଦୋଳ ନିକଟରେ ଶ୍ରୀ ଜଗନ୍ନାଥ ମଣ୍ଡପ ଓ ଗେଷ୍ଟ ହାଉସର ପ୍ରତିଷ୍ଠା ଦିବସ ବୁଧବାର ଅନୁଷ୍ଠିତ ହୋଇ ଯାଇଛି
ଶ୍ରୀ ଜଗନ୍ନାଥ ମଣ୍ଡପ ଓ ଗେଷ୍ଟ ହାଉସର ପ୍ରତିଷ୍ଠା ବାସ୍ତୁ ପୂଜା ଶ୍ରୀମଦ ଭଗବତ ଗୀତା ଯଂଜ୍ଞ ପ୍ରାତଃ ସମୟରୁ ଆରମ୍ଭ ହୋଇ ଶ୍ରୀମଦ ଗୀତାଯଂଜ୍ଞର ଅବଧୂତ ବାବା କ୍ଷେତ୍ର ମୋହନ ସ୍ୱାମୀଙ୍କ ଶ୍ରୀଜଗନ୍ନାଥ ମଣ୍ଡପ ଓ ଗେଷ୍ଟ ହାଉସର ପ୍ରତିଷ୍ଠା ଦିବସରେ ମହନ୍ତ ବିଶ୍ୱକଲ୍ୟାଣ ଢେଙ୍କାନାଳ, ହରିବାବା, ଉତ୍ତମ ବାବା, କୈଳାଶ ବାବା, ରବିନାରାୟଣ ବାବା ଙ୍କ ଦ୍ୱାରା ଅନୁଷ୍ଠିତ ହୋଇ ବାସ୍ତୁ ପୂଜା, ଗୁରୁପୂଜା, କଳସ ସ୍ଥାପନ, ସୂର୍ଯ୍ୟ ପୂଜା, ଗୋ ପୂଜା, ଯଂଜ୍ଞ କର୍ମାଦି ପୂଜା କରାଯାଇ ସନ୍ଧ୍ୟା 5,30ସମୟରେ ପୂର୍ଣ୍ଣାହୁତି ଓ ପୁଷ୍ପାଞ୍ଜଳି ଦିଆଯାଇ ଗୀତାଯଂଜ୍ଞ ସମାପନ କରାଯାଇ ଥିଲା
ଗୀତା ଯଂଜ୍ଞରେ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ରଞ୍ଜନ କୁମାର ସ୍ୱାଇଁ କର୍ତ୍ତା ଓ ତାଙ୍କ ସହ ଧର୍ମିଣୀ ଶ୍ରୀମତୀ କିରଣ ବାଳା ପରିଡା ଙ୍କ ଦ୍ୱାରା ସମାପନ କରାଗଲା

Leave a Reply

Your email address will not be published. Required fields are marked *