କନ୍ଧମାଳ : ପ୍ରିହମ୍ ଚାରିଟେବୁଲ୍ ଟ୍ରଷ୍ଟ ପରିବାର ତରଫରୁ 2025 ଏକ୍ ପେଡ୍ ମା କେଲିଏ ଏବଂ ତମାଖୁ ମୁକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ..
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ୍ମଦିନ ଅବସରରେ 2025 କେନ୍ଦ୍ର ଓ ରାଜ୍ୟ ସରକାର ଙ୍କର ଏକ୍ ପେଡ୍ ମା କେ ଲିଏ ବା ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ସରକାରୀ ପଞ୍ଜିକୃତ ପ୍ରିହମ୍ ଚାରିଟେବୁଲ୍ ଟ୍ରଷ୍ଟ ର ଅଧ୍ୟକ୍ଷ କୁନା ଦିଗାଲ ଙ୍କ ନେତୃତ୍ୱ ରେ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ଦୁତିମେଣ୍ଡି ପଞ୍ଚାୟତ ନିକଟସ୍ତ ଲମ୍ବାଗୁଡ୍ରି ଠାରେ ବୃକ୍ଷରୋପଣ ଓ ତମାଖୁ ମୁକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି l ଏହି କାର୍ଯ୍ୟକ୍ରମ ରେ ସରକାରୀ ପଞ୍ଜିକୃତ ପ୍ରିହମ୍ ଚାରିଟେବୁଲ୍ ଟ୍ରଷ୍ଟ ର ସମସ୍ତ କର୍ମକର୍ତ୍ତା ଯୋଗଦେଇ ଥିଲେ l କେନ୍ଦ୍ର ଓ ଓଡ଼ିଶା ରାଜ୍ୟ ରେ ସମସ୍ତ ଜିଲ୍ଲା ଏବଂ ବ୍ଲକ୍ ଓ ବିଭିର୍ଣ୍ଣ ଅନୁଷ୍ଠାନ, ପ୍ରତେକ ସ୍କୁଲ କଲ୍ଲେଜ୍ ମାନଙ୍କରେ ଏହି ବୃକ୍ଷ ରୋପଣ ଏବଂ ତମାଖୁ ମୁକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ କନ୍ଧମାଳ ଓ ବୌଦ୍ଧ ଜିଲ୍ଲା ରେ ମଧ୍ୟ ଜିଲ୍ଲା ପ୍ରଶାସନ ତରଫରୁ ଏବଂ ପୋଲିସ୍ ପ୍ରଶାସନ ତରଫରୁ 2025 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ୍ମଦିନ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି l
Leave a Reply