ଆଣ୍ଡାମାନ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ।ଦକ୍ଷିଣ ବଙ୍ଗୋପ ସାଗର, ଦକ୍ଷିଣ ଆଣ୍ଡାମାନ ସାଗର, ନିକୋବର ଦୀପ ଓ ଉତ୍ତର ଆଣ୍ଡାମାନ ସାଗର ଆଡକୁ ହେଉଛି ଅଗ୍ରସର

Spread the love

ଆଣ୍ଡାମାନ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ।
ଦକ୍ଷିଣ ବଙ୍ଗୋପ ସାଗର, ଦକ୍ଷିଣ ଆଣ୍ଡାମାନ ସାଗର, ନିକୋବର ଦୀପ ଓ ଉତ୍ତର ଆଣ୍ଡାମାନ ସାଗର ଆଡକୁ ହେଉଛି ଅଗ୍ରସର
ଆସନ୍ତା ମେ ୨୭ ତାରିଖକୁ କେରଳ ଛୁଇଁବା ନେଇ ପୂର୍ବାନୁମାନ କରାଯାଇଛି ।
ସେପଟେ ତାତିଠୁ ବଳିଗଲା ଗୁଳୁଗୁଳି ।
ଭୁବନେଶ୍ବରରେ ଆଦ୍ରତା ୭୧ ଦଶମିକ ୬ ପ୍ରତିଶତ ରେକର୍ଡ ହୋଇଛି ।
ଫଳରେ ଭୁବନେଶ୍ବରରେ ଗୁଳୁଗୁଳି ଅସହ୍ୟ ହେଲାଣି ।

Leave a Reply

Your email address will not be published. Required fields are marked *