ଆକ୍ସନମୂଡ଼ରେ ଗଞ୍ଜାମ ପୋଲିସ //ଆଙ୍କୁଲ୍ଲୀ ମସାଣି ବନ୍ଧ ପାଖରେ କିଛି ଯୁବକ ବସିଥିବା ଖବର ପାଇ ବୈଦ୍ୟନାଥପୁର ଥାନା ପକ୍ଷ ରୁ ଚଢ଼ାଉ l ଛ (6) ଜଣ କୁ ଗିରଫ କରିବା ସହ ଗୋଟିଏ ଅଫୁଟା ବୋମା ଜବତ ଏବଂ କିଛି ବାରୂଦ ଜବତ କରିଥିବା ସୂଚନା l

Spread the love

ଆକ୍ସନମୂଡ଼ରେ ଗଞ୍ଜାମ ପୋଲିସ

ବ୍ରାହ୍ମପୁର

ଆଙ୍କୁଲ୍ଲୀ ମସାଣି ବନ୍ଧ ପାଖରେ କିଛି ଯୁବକ ବସିଥିବା ଖବର ପାଇ ବୈଦ୍ୟନାଥପୁର ଥାନା ପକ୍ଷ ରୁ ଚଢ଼ାଉ l ଛ (6) ଜଣ କୁ ଗିରଫ କରିବା ସହ ଗୋଟିଏ ଅଫୁଟା ବୋମା ଜବତ ଏବଂ କିଛି ବାରୂଦ ଜବତ କରିଥିବା ସୂଚନା l

ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଜେଲ ଫେରନ୍ତା ଅଭିଯୁକ୍ତ ଙ୍କୁ ଆକ୍ରମଣ କରିବା ଲାଗି ଆଜି ସନ୍ଧ୍ୟା ସମୟରେ ଲାଞ୍ଜିପଲ୍ଲୀ ଜେଲ ନିକଟରୁ ଉଦ୍ଧାର କରାଯାଇଥିବା 3 ଅଫୁଟା ବୋମା ସହ 3 ଟି ମାରଣାସ୍ତ୍ର ମଧ୍ୟ ଏହି ଯୁବକ ମାନେ ହିଁ ରଖିଥିବା ଜାଣିବାକୁ ମିଳିଛି l

Leave a Reply

Your email address will not be published. Required fields are marked *