ଅଫିସର ମାନଙ୍କ ସାଧାରଣ ଲୋକଙ୍କୁ ଅସଦାଚରଣ //ସତ୍ୟନଗର ଲେଡିଜ୍ ଫୋରମ୍ ତରଫରୁ ଆସନ୍ତାକାଲି ଦିନ ୧୧ରେ ସତ୍ୟନଗର ପାର୍କ ଠାରେ ପ୍ରତିବାଦ କରିବାକୁ ଚାହୁଁଛୁ।ଆପଣଙ୍କର ଉପସ୍ଥିତି ଆମେ ଚାହୁଁଛୁ-ସମ୍ପାଦିକା ଶ୍ରୀମତୀ ଅନୁରାଧା ଦାଶ

Spread the love

ସମ୍ମାନୀୟ,
ସମସ୍ତ ଇଲେକ୍ଟ୍ରୋନିକ୍ସ ଓ ପ୍ରିଣ୍ଟ ମିଡିଆ ବନ୍ଧୁଗଣ
ବିଷୟବସ୍ତୁ (ଅଫିସର ମାନଙ୍କର ସାଧାରଣ ଲୋକଙ୍କ ପ୍ରତି ଅସଦାଚରଣ)

ଆମେ ସତ୍ୟନଗର ଲେଡିଜ୍ ଫୋରମ୍ ତରଫରୁ ଏହି ବିଷୟବସ୍ତୁ ବିଷୟରେ ଆପଣମାନଙ୍କୁ କିଛି ଜଣେଇବାକୁ ଚାହୁଁଛୁ, କାରଣ ବର୍ତ୍ତମାନ ଏହି ବିଷୟ ଉପରେ ବହୁତ ଆଲୋଚନା ଚାଲିଛି। ଆମେ ଯେହେତୁ ଏକ ସାମାଜିକ ଅନୁଷ୍ଠାନ, ଏହି ସମୟରେ ଚୁପ୍ ରହିବା ଟା ଆମେ ଉଚିତ୍ ମନେ କରୁନାହୁଁ।କାରଣ , ଏହି ବିଷୟରେ ଆମେ ଭୁକ୍ତୋଭୋଗୀ, ତେଣୁ ଆପଣ ମାନଙ୍କ ର ସହଯୋଗ ଏକାନ୍ତ ଆବଶ୍ୟକ ମନେ କରୁଛୁ। ଆମେ (ସତ୍ୟନଗର ଲେଡିଜ୍ ଫୋରମ୍) ତରଫରୁ ଆସନ୍ତାକାଲି ଦିନ ୧୧ରେ ସତ୍ୟନଗର ପାର୍କ ଠାରେ ଏହାର ପ୍ରତିବାଦ କରିବାକୁ ଚାହୁଁଛୁ।
ଆପଣଙ୍କର ଉପସ୍ଥିତି ଆମେ ଚାହୁଁଛୁ।
ସମ୍ପାଦିକା
ଶ୍ରୀମତୀ ଅନୁରାଧା ଦାଶ

Leave a Reply

Your email address will not be published. Required fields are marked *