News They charge us, we charge them. Whatever a company or a country, such as India or China, charges, we want to be fair; hence, reciprocal.We will soon impose. US Darshan Samikhya Feb 22, 2025 0 Comments
News ଇଲେକ୍ସନ ପାଇଁ ନେଇଥିବା ଟଙ୍କା ର ହିସାବ ଦରକାର //ମତଦାନ ପାଇଁ ଆମେରିକା ଭାରତକୁ ୨୧ ନିୟୁତ ଡଲାର ପ୍ରଦାନ କରିବା ନେଇ ବିବାଦ ଲାଗି ରହିଥିବା ବେଳେ ହଠାତ୍ ୟୁଏସ୍ ଏଜେନ୍ସି ଫର୍ ଇଣ୍ଟର୍ନ୍ୟାସ୍ନାଲ ଡେଭଲପ୍ମେଣ୍ଟ (ୟୁଏସ୍ଏଡ୍)ର ପୂର୍ବତନ ଭାରତୀୟ ନିର୍ଦେଶିକା ବୀଣା ରେଡ୍ଡୀ ଚର୍ଚ୍ଚାକୁ ଆସିଛନ୍ତି। Darshan Samikhya Feb 22, 2025 0 Comments
News ରାଉରକେଲା //ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର ଆଦର୍ଶ ସାହିତ୍ୟ ଘର ଠାରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଅଙ୍ଗୁରବାଳା ପରିଡ଼ା ମୁଖ୍ୟ ଆଲୋଚିକା ଭାବେ ଯୋଗଦେଇ ଆଲୋଚ୍ୟ ବିଷୟ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାରଙ୍କ କାବ୍ୟକଳା ସମ୍ପର୍କରେ ଆଲୋଚନା କରିଥିଲେ। Darshan Samikhya Feb 22, 2025 0 Comments