FM କଲେଜ୍‌ ଛାତ୍ରୀ ମୃତ୍ୟୁ ଘଟଣାରେ କଲେଜରେ ତଦନ୍ତକାରୀ ଟିମ୍‌। ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ଟିମ୍‌ ପହଞ୍ଚିଛି। କଲେଜ ICC ସଦସ୍ୟଙ୍କୁ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚ ଟିମ୍।ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଭୂପେଶ ବାଘେଲଙ୍କ ଭିଲାଇ ଘରେ ଇଡି ଚଢାଉ କରାଯାଇଛି।କେନ୍ଦୁଝର ଜିଲ୍ଲାର ଚମ୍ପୁଆରେ ଏକ ଘରୋଇ ଇଂରାଜୀ ମାଧ୍ୟମ ସ୍କୁଲର ହଷ୍ଟେଲ ଛାତରୁ ଡେଇଁ ଜଣେ ଦଶମ ଶ୍ରେଣୀ ଛାତ୍ର ଆତ୍ମହତ୍ୟା କରିବା ପାଞ୍ଚ ଦିନ ପରେ ପୋଲିସ ଏହି ଘଟଣାରେ ଶିକ୍ଷାନୁଷ୍ଠାନର ଚାରି ଜଣଙ୍କୁ ଗିରଫ କରିଛି।

╔━━━━🔅━━━━━━━━🔅━━╗*║ *🌼ବର୍ତ୍ତମାନର ୧୦ଟି ମୁଖ୍ଯ ଖବର ତାରିଖ- ୧୮/୦୭/୨୦୨୫,ଶୁକ୍ରବାର🌼* ║╚━━━━🔅━━━━━━━━ 🔅━━╝ ୧- 👉 FM College Tragedy: FM କଲେଜ୍‌ ଛାତ୍ରୀ ମୃତ୍ୟୁ ଘଟଣାରେ କଲେଜରେ…

Read More
ରାଉରକେଲାବାସୀଙ୍କ ପାଇଁ ଏକ ଖୁସି ଖବର। ସ୍ଵଚ୍ଛ ସର୍ବେକ୍ଷଣ – ୨୦୨୪ ରେ ରାଉରକେଲା ମହାନଗର ନିଗମ ସର୍ବଭାରତୀୟ ସ୍ତରରେ ୧୫ତମ ସ୍ଥାନ ହାସଲ କରିଛି। ଯାହା ସମସ୍ତ ରାଉରକେଲାବାସୀଙ୍କ ପାଇଁ ନିହାତି ଭାବେ ଏକ ଗର୍ବର ବିଷୟ

ସ୍ଵଚ୍ଛ ସର୍ବେକ୍ଷଣ – ୨୦୨୪ ଶ୍ରେଷ୍ଠ ୧୫ ସହର ମଧ୍ୟରେ ସ୍ଥାନ ପାଇଲା ରାଉରକେଲା ରାଉରକେଲା, ୧୭ ଜୁଲାଇ ୨୦୨୫: ଦର୍ଶନ ସମୀକ୍ଷା ରାଉରକେଲାବାସୀଙ୍କ ପାଇଁ ଏକ…

Read More