News ନିମାପଡ଼ାରୁ ପ୍ରକାଶ ପାଉଥିବା ସାପ୍ତାହିକ ଖବର କାଗଜ ‘ସତ୍ୟଖବର’ ସମ୍ପାଦକ ଅକ୍ଷୟ କୁମାର ନାୟକ ବିଶୃଙ୍ଖଳିତ ଆଚରଣ ଯୋଗୁଁ ଗତ ସପ୍ତାହରେ ନିମାପଡ଼ା ପ୍ରେସକ୍ଲବରୁ ଵହିସ୍କୃତ ହୋଇଥିଲେ।ଅକ୍ଷୟ ବାଇକରେ ଆସି ପିଣ୍ଡି ଉପରେ ଗୋଡ଼ରଖି କର୍ମକର୍ତ୍ତାଙ୍କୁ ଜାତିଆଣ ଆକ୍ଷେପ କରି ଗାଳି ଗୁଲଜ କରିବା ସହ କ୍ଲବ ସଭାପତି ଅକ୍ଷୟ ବେହେରା ପିନ୍ଧିଥିବା ସୁନାଚେନକୁ ଝାମ୍ପି ନେଇ ପଳାଇଥିଲେ, କ୍ଲବର କର୍ମକର୍ତ୍ତା ଏବଂ ସଦସ୍ୟ ମାନେ ଅକ୍ଷୟ ନାୟକ ନାମରେ ଥାନାରେ ଲିଖିତ ଅଭିଯୋଗ କଲେ darshansamikhya Jul 15, 2025
News बड़ी खबर//केरल की नर्स निमिषा प्रिया की टल गई फांसी,सूत्रों के हवाले से यह जानकारी सामने आई है. उन्हें यमन में 16 जुलाई को फांसी दी जानी थी. darshansamikhya Jul 15, 2025
News ମାଲକାନଗିରି //ଜିଲ୍ଲା ଦାୟିତ୍ୱରେ ଥିବା ଜିଲ୍ଲା ନୋଡାଲ ସଚିବ ତଥା ଶିଳ୍ପ ବିଭାଗ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ରେଡ୍ଡୀ ମାଲକାନଗିରି ଜିଲ୍ଲା ଗସ୍ତରେ ଆସିଥିଲେ। ଏହି ଅବସରରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି-ମନୋଜ ଦେବ ପାଙ୍ଗି ଦର୍ଶନ ସମୀକ୍ଷା darshansamikhya Jul 15, 2025
News ଭୁବନେଶ୍ୱର //ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଭୁବନେଶ୍ୱର ଉପକଣ୍ଠ ଅନ୍ଧାରୁଆସ୍ଥିତ ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନର ନୂତନ କର୍ମଚାରୀ ବାସଗୃହର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ନୂତନ ବାସଗୃହ ପ୍ରାୟ ୧୦ କୋଟି ଟଙ୍କା ବ୍ୟୟରେ ଓଡିଶା ନିର୍ମାଣ ନିଗମ ମାଧ୍ୟମରେ ନିର୍ମାଣ କରାଯିବ । darshansamikhya Jul 15, 2025