ଇଶ୍ୱର ଙ୍କ ଦୁନିଆରେ ଯେମିତି ଭଗବାନ ରାମଚନ୍ଦ୍ରସଖାଳେ ରାଜା ହେବା କଥା କିନ୍ତୁ ବନବାସ ଗଲେ. ସେମିତି ଜଣେ ଗରିବ ଯୁବକ ଶିକ୍ଷା ଲାଭ କରି ଚାକିରୀ ନପାଇ ଶେଷରେ ଭାବୁକ ହେଇ ଉଚ୍ଚକୋଟୀର ଉପନ୍ୟାସ ଗଳ୍ପ ଲେଖି ଛପାଇବାକୁଅର୍ଥ ନ ପାଇ ଶେଷକୁ ଜଣେ ଜ୍ଞାନପୀଠ ପୁରସ୍କାର ବିଜେତା ଙ୍କୁ ବହୁ କଷ୍ଟରେ ଦେଖା କରି ନିଜ ପାଣ୍ଡୁଲିପି ଟି ଦେଇ ମୁଣ୍ଡିଆ ମାରି ଆସିବା ପରେ ଦିନେ ତାର ଲେଖା କିପରି ବିଶ୍ୱପ୍ରସିଦ୍ଧହେଇଥିବାବେଳେ ଗରିବ ପିଲାଟି ମୁର୍ତ୍ତୁ ବରଣକରେ. ଶେଷକୁ ତାର ଗରିବ ବାପା ଦଶ ଲକ୍ଷ୍ୟ ଟଙ୍କାର ଚେକନେବାକୁ ପ୍ରତ୍ୟାଖ୍ୟାନକରେ.
*ପୂର୍ଣ୍ଣଚ୍ଛେଦ* ଜ୍ୟୋତିକାନ୍ତ ରାୟ ରିଟାର୍ଡ ଆଇ.ଇ.ଏସ୍ l ଜ୍ଞାନପୀଠ, କେନ୍ଦ୍ର ଓ ରାଜ୍ୟ ସାହିତ୍ୟ ଏକାଡ଼େମୀ ବିଜେତା ସହ ଆହୁରି କେତେ କ'ଣ ପୁରସ୍କାର ପ୍ରାପ୍ତ ହେଇଛନ୍ତି ତାର ହିସାବ ରଖି ନାହାନ୍ତି । ଦକ୍ଷ ପ୍ରଶାସନିକ ଥିଲେ ହିଁ ତା…