କୋଉ ଯୁଗରୁ ଏକ ଧାଡିକିଆ କଥା ଶୁଣାଯାଏ.ପୁଅ ଯଦି ଅଯୋଗ୍ୟ ଧନ କାହିଁ ପାଇଁ ସଞ୍ଚୁ. ଓ ପୁଅ ଯଦି ଯୋଗ୍ୟ ଧନ କାହିଁ ପାଇଁ ସଞ୍ଚୁ. କିନ୍ତୁ ଏଇ କଳି ଯୁଗରେ ତାହା ପ୍ରମାଣିତ ହେଲା. ପୁଅକୁ ବାପା ପ୍ରଚୁର ଅର୍ଥ ଖର୍ଚ୍ଚକରି ବିଦ୍ୱାନ କରି ଚାକିରୀ କରିବାକୁ ଆମେରିକା ପଠେଇବା ପରେ ବୃଦ୍ଧ ବାପା ପ୍ରଚୁର ଅର୍ଥ ଥାଇକି ଶରୀର ଅସୁସ୍ଥ ବେଳେ ପୁଅ କୁ ଝୁରି ନିରାଶ ହେବା ପରେ ସମସ୍ତ ସମ୍ପତି ପୁଅକୁ ଅଯୋଗ୍ୟଭାବି ଆଶ୍ରମ କୁ ଦାନକଲାବେଳେ ପୁଅକୁ ଅଯୋଗ୍ୟ ର ଆଖ୍ୟା ଦେଇ ଚିଠି ଲେଖେ. ପୁଅ ତାର ଉତ୍ତର ଦିଏ.ସାଧାରଣ ରେ ପ୍ରଶ୍ନ ଉଠେ କିଏ ଯୋଗ୍ୟ କିଏ ଅଯୋଗ୍ୟ.
🙏🏻 *ବାପାଙ୍କୁ ଚିଠି ଟିଏ* 🙏🏻 ପୂଜନୀୟ ବାପା, ମୋର ପ୍ରଣାମ ନେବେ I ଆଜି ସୁଦୂର ଆମେରିକାରୁ ଥାଇ ଏ ଚିଠି ଲେଖୁଛି I କିଛି କଥା ତୁମକୁ ସାମ୍ନାରେ କହିବାର ସାହସ ନାହିଁ I ସେଥିପାଇଁ ଚିଠି ଟିଏ…