ଓଡ଼ିଶାର ବରିଷ୍ଟ ସାମ୍ବାଦିକ ଶ୍ରୀ ଅରୁଣ ପଣ୍ଡା ପାଇବେ ଜାନକୀବଲ୍ଳଭ ସ୍ମାରକୀ ସମ୍ମାନ. ଆସନ୍ତା 21 ତାରିଖ ସ୍ଥାନୀୟ ସାରଳା ଭବନ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବହୁ ସମାଜସେବୀ ସାହିତ୍ୟିକ ସାମ୍ୱାଦିକ ଉପସ୍ଥିତ ରହିବେ
*ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମ ର ପୂର୍ବତନ ରାଜ୍ୟପାଳ ଜାନକୀବଲ୍ଲଭ ପଟ୍ଟନାୟକ ଙ୍କ ସ୍ମୃତି କୁ ମନେପକେଇ ଗଠିତ ଜାନକୀବଲ୍ଳଭ ସ୍ମାରକୀ ସମ୍ମାନ ଘୋଷଣା କରାଯାଇଛି ସମାଜସେବା ସାହିତ୍ୟ ଓ ସାମ୍ବାଦିକତା କ୍ଷତ୍ରରେ ସୁଖ୍ୟାତ ଲାଭ କରିଥିବା ରାଜ୍ୟର ବିଶିଷ୍ଟ…