ସମୁଦ୍ର ମନ୍ଥନ ରୁ ମିଳିଥିଲା ବହୁତ ଅନମୋଲ ରତ୍ନ. ତନ୍ନମଧ୍ୟରୁ ଯାହା ଶ୍ରେଷ୍ଠଥିଲା ତାହା ଥିଲା (ଶଙ୍ଖ) କୁହାଯାଏ ଶଙ୍ଖ ଫୁଙ୍କିଲେ ମନୁଷ୍ୟ ମାନଙ୍କର ଶରୀର ର ଅଧା ରୋଗ ଚାଲିଯାଏ. ଓ ଶଙ୍ଖ ର ଶବ୍ଦ ଯେତେବାଟ ଶୁଣାଯାଏ ସେପର୍ଯ୍ୟନ୍ତ ହାନିକାରକ ଜୀବାଣୁମାନଙ୍କ ମୂର୍ତ୍ୱ ହୁଏ
. *🐚 ଶଙ୍ଖର ମହତ୍ୱ ଓ ଉପକାରିତା 🐚* ➖➖➖➖➖➖➖➖➖➖➖➖ *🐚 ସମୁଦ୍ର ମନ୍ଥନରୁ ମିଳିଥିବା ୧୪ ଗୋଟି ରତ୍ନ ମଧ୍ୟରୁ "ଶଙ୍ଖ" ଅନ୍ୟତମ ଅଟେ । ଶଙ୍ଖ ଧ୍ଵନିରେ କିଛି ବିଜ୍ଞାନ ମତ ରହିଛି । ଶାସ୍ତ୍ରରେ ଶଙ୍ଖ ର…