କଳିଯୁଗରେ ମନୁଷ୍ୟର ଅତ୍ୟାଚାର ରେ ଅତିଷ୍ଟ ହୋଇ ବୃକ୍ଷ ଦେବତା ମାନେ ଆଜି ଚିନ୍ତାରେ.. ଦିନଥିଲା ଯୋଉ ମଣିଷକୁ ସିଏ ଭଲପାଉଥିଲା ତା ମୂଳରେ ଡହ ଡହ ଖରାରେ ବସି ଶାନ୍ତି ପାଇ ତାକୁ ପୂଜା କରୁଥିଲା କିନ୍ତୁଆଜି ଭୁଲିଗଲା.. ଅମୀୟ ବାବୁଙ୍କ ଚିନ୍ତାରେ ଆଜିର ମଣିଷ.
ଅପ୍ରିୟ କଥା ! *ସାବଧାନ* *ମାନବ* *ସମାଜ* ! ବୃକ୍ଷ ବି କଥା କହେ । ଜୀବନ ଦାନ କରେ । ହୁଏତ ଦୁଷ୍ଟ ମାନବ ନିଜର ଅହଙ୍କାର ବଶବର୍ତ୍ତୀ ହୋଇ ଭୁଲି ଯାଇଥିଲା ।କରୋନା ତାଣ୍ଡବ ଲୀଳା କଲା ପରେ…