ମନୁଷ୍ୟ ଜୀବନ ଈଶ୍ୱରୀୟ ସତ୍ତାଦ୍ବାରା ପ୍ରଦତ୍ତ.ଯଦି ମନୁଷ୍ୟ ‘‘ଜୀବନ ଦେବତା’’ର ସ୍ୱରୂପକୁ ବୁଝିପାରନ୍ତା….
ଯଦି ମନୁଷ୍ୟ ‘‘ଜୀବନ ଦେବତା’’ର ସ୍ୱରୂପକୁ ବୁଝିପାରନ୍ତା ମନୁଷ୍ୟ ଜୀବନ ଈଶ୍ୱରୀୟ ସତ୍ତାଦ୍ବାରା ପ୍ରଦତ୍ତ ଏକ ବହୁମୂଲ୍ୟ ସମ୍ପଦ । ଏହା ମନୁଷ୍ୟକୁ ତା’ର ସତ୍ପାତ୍ରତା ଉପରେ ବିଶ୍ୱାସ ରଖି ଦିଆଯାଇଛି ।ଏହା ଅନ୍ୟ ଜୀବଧାରୀଙ୍କୁ ନଦେଇ ମନୁଷ୍ୟକୁ ଦେବା କୌଣସି…