_ବଡ ଓଷା_ ଏହି ଅବସରରେ ମହାଦେବଙ୍କୁ ସ୍ୱତନ୍ତ୍ର ପୂଜା କରାଯାଏ ।ପଦ୍ମ ପୁରାଣରୁ ଯାହା ମିଳେ ବ୍ରହ୍ମା ଙ୍କ ଅଭିଶାପରୁ ମୁକ୍ତି ପାଇବା ପାଇଁ ଇନ୍ଦ୍ର ଧବଳେଶ୍ୱର ମହାଦେବ ଙ୍କପାଖରେ ବଡ଼ଓଷା ପାଳନ କଲେ,, ଡ଼ ପ୍ରକାଶ ତ୍ରିପାଠୀ ଭୁବନେଶ୍ୱର
*_ବଡ ଓଷା_* ଏହି ଅବସରରେ ମହାଦେବଙ୍କୁ ସ୍ୱତନ୍ତ୍ର ପୂଜା କରାଯାଏ । ପୂଜାଦିନ ଭୋରରୁ ଧବଳେଶ୍ୱରଙ୍କୁ ୧୦୮ ଗରା ପାଣିରେ ସ୍ନାନ କରାଯାଇ, ମଙ୍ଗଳ ଆରତୀ ଓ ମଇଲମ ଆଦି ରୀତିନୀତି କରାଯାଏ । ତରଣ ଓ ଗଜା ପିଠା ବା…