ନିଜକୁ ଖୁସିରେ ରଖିବା ଦାୟିତ୍ୱ ନିଜର ହିଁ ଅଟେ।କୌଣସିବି ଲୋକଙ୍କଠାରୁ ଏହାର ଆଶା ରଖିଲେ, ଶେଷରେ ଦୁଃଖ ହିଁ ମିଳିବ
"ଯେ ଯେତେ ଅଜ୍ଞାନୀ, ଅଭିମାନ ତାଙ୍କର ସେତିକି ଅଧିକ - ଏକଥା ଭୁଲିଯାଅ ନାହିଁ। ମନୁଷ୍ୟର ଯେତେପ୍ରକାର ପତନ ହୋଇପାରେ, ତା ଭିତରେ ଆପଣାକୁ ବଡ ମନେ କରିବା ସର୍ବାପେକ୍ଷା ପ୍ରଧାନ ; କାରଣ, ଯେ ଅବିଦ୍ୟାଗ୍ରସ୍ତ ସେ ବୁଝିପାରନ୍ତି ନାହିଁ…