ଅଦୃଶ୍ୟ ଶକ୍ତି //ଦିବ୍ୟ-ଦୁଃସାହସୀ ବିଜୁ ବାବୁଙ୍କ ପ୍ରତିଟି ଦୁଃସାହସ ସର୍ବଦା ‘ଦିବ୍ୟତା’ରେ ଭରା ଥିଲା ।କାରଣ ଏ ସବୁ ଦୁଃସାହସ ତାଙ୍କ ନିଜ ପାଇଁ ରତିଏ ନଥିଲା ; ନିଜକୁ ଡେଇଁ ଏ ବୀରତ୍ବ, ସାହସିକତା ଦେଶ,ଜାତି ଓ ସତ୍ୟ ପାଇଁ ଥିଲା ।ହେ ଝଡ଼ର ଇଗଲ !”ପ୍ରଣାମ ନିଅ ହେ !! ମୋ ମାଟିର ମଶାଲ।-G.C.Patnaik BBSR
ଦିବ୍ୟ-ଦୁଃସାହସୀ ବିଜୁବାବୁ ମହାନଦୀ କୂଳ ଲଙ୍ଘି ତାଣ୍ଡବ ରଚୁଥାଏ। ଚୂଡ଼ା,ଚାଉଳ ବୋଝେଇ ଡ଼ଙ୍ଗା ଗୋପବନ୍ଧୁଙ୍କୁ ଧରି ଭୟଙ୍କର ଭଉଁରୀ ଓ ସ୍ରୋତ ସହ ସଂଘର୍ଷ କରି ସେଇ ଅସହାୟ ମଣିଷମାନଙ୍କ ଆଡ଼େ ବଢ଼ୁଥାଏ। ଦାସେ ଛତା ତଳେ ବସି ଦୂର ଦିଗ୍'ବଳୟ…