ଏ ମଙ୍ଗଳମୟ ପୃଥିବୀ ରେ ଆମେକର୍ମୀ ଗୋଷ୍ଠି ପରିଚିତ ,କିଛି କରିବାରେ ମୂଲ୍ଯ ଯୁକ୍ତ କର୍ମଆସ ହେବା ଆନନ୍ଦିତ । 1ସର୍ବ ଜନ ଧର୍ମ ଜୀବ ଜଗତରଶାନ୍ତିରେ ବଞ୍ଚିବା ପାଇଁ,ଅଭାବ ବିପଦୁ ମୁକ୍ତି ଲୋଡେ ସଙ୍ଗଏକାକୀ ପାରିବ ନାଇଁ – ପାରଦ କୁମାର ପାଢ଼ୀ ଅବସରପ୍ରାପ୍ତ ଶିକ୍ଷକ ହିଞ୍ଜିଳିକାଟୁ

କବିତା----------ସେବାପାରଦ କୁମାର ପାଢୀ,ଅବସରପ୍ରାପ୍ର ଶିକ୍ଷକ, ହିଞ୍ଜିଳିକାଟୁ, ଗଞ୍ଜାମ । ଏ ମଙ୍ଗଳମୟ ପୃଥିବୀ ରେ ଆମେକର୍ମୀ ଗୋଷ୍ଠି ପରିଚିତ ,କିଛି କରିବାରେ ମୂଲ୍ଯ ଯୁକ୍ତ କର୍ମଆସ ହେବା ଆନନ୍ଦିତ । 1ସର୍ବ ଜନ ଧର୍ମ ଜୀବ ଜଗତରଶାନ୍ତିରେ ବଞ୍ଚିବା ପାଇଁ,ଅଭାବ ବିପଦୁ…

Read More

ମୁଁ କଣ୍ଡୁରି ଦାସ କହୁଛି//ପ୍ରଫେସର କଣ୍ଡୁରି ଦାସ ସ୍ଥାୟୀ ଭାବରେ ମେଡ଼ିକାଲରୁ ଫେରି ଆସିଲେ। ଦାୟିତ୍ୱରେ ଥିବା ଡାକ୍ତର ଅନ୍ୟମାନଙ୍କୁ କହିଥିଲେ-‘ଆଉ ଆମ ପାଖରେ କୌଣସି ଉପାୟ ନାହିଁ, କେବଳ ଆଇସିୟୁରେ ପକେଇ ରଖିବା କଥା-ଡକ୍ଟର କୃତ୍ତିବାସ ନାୟକ ପ୍ରାକ୍ତନ ନିର୍ଦେଶକ ଆକାଶବାଣୀ ଜୟପୁର. ଶୈଳେଶ୍ରୀବିହାର ଭୁବନେଶ୍ୱର

ଆଜିର ଗଳ୍ପ :ମୁଁ କଣ୍ଡୁରି ଦାସ କହୁଛି-ଡକ୍ଟର କୃତ୍ତିବାସ ନାୟକ ପ୍ରଫେସର କଣ୍ଡୁରି ଦାସ ସ୍ଥାୟୀ ଭାବରେ ମେଡ଼ିକାଲରୁ ଫେରି ଆସିଲେ। ଦାୟିତ୍ୱରେ ଥିବା ଡାକ୍ତର ଅନ୍ୟମାନଙ୍କୁ କହିଥିଲେ-'ଆଉ ଆମ ପାଖରେ କୌଣସି ଉପାୟ ନାହିଁ, କେବଳ ଆଇସିୟୁରେ ପକେଇ ରଖିବା…

Read More

ନୀଳାଚଳିଆ ସେ ଜଗତର ନାଥବିଶାଳ ଦୁନିଆ ଦେଖ ,ଦିନୁଦିନାନୀତି ପ୍ରତିଷ୍ଠା ଲଭଇବିଷ କହେ ମତେ ରଖ ।କଥାରେ ଖାଦ୍ଯରେ ସଭିଏଁ ଭରନ୍ତିଆଖିବୁଜା ମିଥ୍ଯା,ଓଷ ,ନିଜ ଲୋକେ ମଧ୍ଯ ଲାଗନ୍ତି ଯେପରିପରିହିତ ଅରି ବେଶ – ପାରଦ କୁମାର ପାଢୀ ଅବସରପ୍ରାପ୍ର ଶିକ୍ଷକ,ହିଞ୍ଜିଳିକାଟୁ ଗଞ୍ଜାମ

କବିତା -----ଘନ କାଳିଆ ସେ ଚକା ଡୋଳିଆପାରଦ କୁମାର ପାଢୀ ,ଅବସରପ୍ରାପ୍ର ଶିକ୍ଷକ, ହିଞ୍ଜିଳିକାଟୁ ,ଗଞ୍ଜାମ । ନୀଳାଚଳିଆ ସେ ଜଗତର ନାଥବିଶାଳ ଦୁନିଆ ଦେଖ ,ଦିନୁଦିନାନୀତି ପ୍ରତିଷ୍ଠା ଲଭଇବିଷ କହେ ମତେ ରଖ ।କଥାରେ ଖାଦ୍ଯରେ ସଭିଏଁ ଭରନ୍ତିଆଖିବୁଜା ମିଥ୍ଯା,ଓଷ…

Read More

ଶାଳଗ୍ରାମ କିଏ ?/ଶାଲଗ୍ରାମଙ୍କୁ ପୂଜା କଲେ ଶତଜନ୍ମର ପାପ କ୍ଷୟ ହୋଇଥାଏ ତେବେ କଣ ରହିଛି ଏହାର ପୂଜାର ମହତ୍ୱ..ଆସନ୍ତୁ ଜାଣିବା ସେ ବିଷୟରେ..

ଶାଳଗ୍ରାମ_କିଏ? ଶାଲଗ୍ରାମଙ୍କୁ ପୂଜା କଲେ ଶତଜନ୍ମର ପାପ କ୍ଷୟ ହୋଇଥାଏ ତେବେ କଣ ରହିଛି ଏହାର ପୂଜାର ମହତ୍ୱ..ଆସନ୍ତୁ ଜାଣିବା ସେ ବିଷୟରେ.. ଆମ ହିନ୍ଦୁ ଧର୍ମର ପ୍ରତ୍ୟକ୍ଷ ଦେବତା ହେଉଛନ୍ତି ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର; କିନ୍ତୁ ବ୍ରହ୍ମାଙ୍କୁ ଶଙ୍ଖ…

Read More

ମନର ଭାବନା ତୋଳେ//ଯେଉଁଠି ବୁଲୁଥାଏ କଳ୍ପନା କିଛି ସ୍ବପ୍ନ କିଛି ସମ୍ଭବନା. ଲୁଚିଥାଏ ନୀରବତା ଭାବ ପ୍ରବଣତା – ନିଧି ସାହୁ ସରାଟ, ଚଣାହଟ୍ଟା ବାଲିପାଟଣା ଖୋର୍ଦ୍ଧା

ମନର ଭାବନା ତୋଳେ ନିଧି ସାହୁମନର ଭାବନା ତୋଳେକଳ୍ପନାର ବଟବୃକ୍ଷଯେଉଁଠି ବୁଲୁଥାଏ କଳ୍ପନାକିଛି ସ୍ବପ୍ନ କିଛି ସମ୍ଭାବନାଲୁଚିଥାଏ ନୀରବତା, ନିବିଡତାଭାବପ୍ରବଣତାଦିବ୍ୟପ୍ରାଣସତ୍ତାଲୁଚିଥାଏନିଃଶବ୍ଦ ଶବ୍ଦର ଚାରୁ ବର୍ଣ୍ଣମାଳାଶୁଭୁଥାଏ ଭାବର ମୂର୍ଛନାମନର ଭାବନା ତୋଳେ*ଅକଳନ ଭାବନାଅସୁମାରୀ ବାସନାଅନୁପମ ଅଜଣା ଠିକଣାଉଜ୍ଜୀବିତ କରେଦରଦ ଓ ଯାତନାଲେଖନୀରେ ତୋଳେ…

Read More

ଦୁଲ୍ଲଭ ଅନୁଭୂତି //ଆଶା. ପ୍ରତିଜ୍ଞା.ବିଶ୍ୱାସ. ଭଲପାଇବା.ସମ୍ପର୍କ..ଏହି ୫ଟି କଥା କେବେ ବି ଭାଙ୍ଗନ୍ତୁ ନାହିଁ ! ନଚେତ୍ ବିତାଇବେ ଅଭିଶପ୍ତ ଜୀବନ

ଏହି ୫ଟି କଥା କେବେ ବି ଭାଙ୍ଗନ୍ତୁ ନାହିଁ ! ନଚେତ୍ ବିତାଇବେ ଅଭିଶପ୍ତ ଜୀବନ ବିଶ୍ୱାସ : ବିଶ୍ୱାସ ଠିକ୍‌ କାଚ ପରି। ଥରେ ଭାଙ୍ଗିଗଲେ ଯୋଡ଼ିବା ଅସମ୍ଭବ। ଯୋଡ଼ିବାର ବୃଥା ପ୍ରୟାସ କରାଯାଇପାରେ ହେଲେ ଯୋଡ଼ାଯାଇ ପାରେନା। ଅନ୍ୟର…

Read More

ଚାଷୀ ମୁଲିଆର ଦେଶ //କୁଆଡେ ଗଲେ ସେମାନେ: କେଉଁଠୁ ଓ କାହିଁକି ଆସିଲେ ଏମାନେ..”ଫସଲ ଜଗିବାକୁ ଥିବା ବାଡ ଆଜି ଫସଲ ଖାଉଛି”- ତୁଷାରକାନ୍ତ ଶତପଥି ଭୁବନେଶ୍ୱର

“କୁଆଡେ ଗଲେ ସେମାନେ: କେଉଁଠୁ ଓ କାହିଁକି ଆସିଲେ ଏମାନେ?” ୧୮୯୬ ମସିହାର ଆଜିର ଦିନରେ ( ୨୩.୧୧.୧୮୮୬) ଜାତୀୟ କବି ବୀର କିଶୋର ଦାସ ଓ ୧୯୦୧ ମସିହାର (୨୩.୧୧.୧୯୦୧) ପୂର୍ବତନ ମୂଖ୍ୟମନ୍ତ୍ରୀ ପୁଣ୍ୟାତ୍ମା ନବକୃଷ୍ଣ ଚୌଧୁରୀ ଜନ୍ମ ଗ୍ରହଣ…

Read More

ତୁଷାରକାନ୍ତର ମୁଣି ନିଅନ୍ତୁ ସେଥିରୁ ଛାଣି//ଆଜି ମୁଣି ଦେଲା କାନରେ କହି.ମହାରାଷ୍ଟ୍ର, ଝାଡ଼ଖଣ୍ଡ ଭୋଟ ଆଜି ତ ଥାଇ ଫଳା ଫଳ ଦିଅ ଥୋଇ ଓ ଆଜିର ଗାଇ ବିଲେଇ ଉପାଖ୍ୟାନ – ତୁଷାରକାନ୍ତ ଶତପଥି ଭୁବନେଶ୍ୱର

" ତୁଷାରକାନ୍ତର ମୁଣି ନିଅନ୍ତୁ ସେଥିରୁ ଛାଣି"- ଆଜି ମୁଣି ଦେଲା କାନରେ କହି ମହାରାଷ୍ଟ୍ର, ଝାଡ଼ଖଣ୍ଡ ଭୋଟ ଆଜି ତ ଥାଇ ତୁଷାରକାନ୍ତେ ଆହେ ତୁଷାରକାନ୍ତେ"ଗାଈ ଓ ବିଲେଇ ଉପାଖ୍ୟାନ" ସହ ଫଳାଫଳ ଦିଅ ଥୋଇ, ଆହେ ତୁଷାରକାନ୍ତେ, ଫଳାଫଳ…

Read More

My Thoughts //The parallels between the societal dynamics of the Mahabharata era. and today’s world are striking. The guidance of mentors like Sakuni and Sri Krishna to their respective protégés, the Kauravas and Pandavas, highlights the enduring nature of human conflicts and societal challenges.

Indeed, the parallels between the societal dynamics of the Mahabharata era and today's world are striking. The guidance of mentors like Sakuni and Sri Krishna to their respective protégés, the…

Read More

ତୁଷାରକାନ୍ତ ମୁଣି ପାଣିରୁ ନିଅ ଛାଣି //ଜଣେ ଋଟି ବେଲୁଛନ୍ତି, ଜଣେ ଋଟି ସେକୁଛନ୍ତି, ଆଉ ଜଣେ ଋଟି ସହିତ ଖେଳୁଛନ୍ତି, ସେହି ତୃତୀୟ ଖେଳିବା ଲୋକଟି କିଏ??? – ତୁଷାରକାନ୍ତ ଶତପଥି ବିଶିଷ୍ଟ ଖ୍ୟାତନାମା ଲେଖକ ଭୁବନେଶ୍ୱର

" ତୁଷାରକାନ୍ତର ମୁଣିନିଅନ୍ତୁ ସେଥିରୁ ଛାଣି"--- "ଜଣେ ଋଟି ବେଲୁଛନ୍ତି, ଜଣେ ଋଟି ସେକୁଛନ୍ତି, ଆଉ ଜଣେ ଋଟି ସହିତ ଖେଳୁଛନ୍ତି, ସେହି ତୃତୀୟ ଖେଳିବା ଲୋକଟି କିଏ ବୋଲି ଯେତେ ପଚାରିଲେ ବି ମୋ ସଂସଦ ଚୁପ ରହୁଛି।"(ହିନ୍ଦିଭାଷାରେ ବିଶିଷ୍ଟ…

Read More